Advertisment

ବିଧାୟକ ବନାମ ଜିଲ୍ଲା ସଭାପତି

ଦିନକୁ ଦିନ ବଢିବାରେ ଲାଗିଛି ବିଜେଡି କନ୍ଦଳ। ବିଶେଷକରି ବାଲେଶ୍ୱର ଜିଳ୍ଲାରେ ଏହା ଅଧିକ ଉଗ୍ର ହେଉଛି।

author-image
Manoj Swain

ଦିନକୁ ଦିନ ବଢିବାରେ ଲାଗିଛି ବିଜେଡି କନ୍ଦଳ। ବିଶେଷକରି ବାଲେଶ୍ୱର ଜିଳ୍ଲାରେ ଏହା ଅଧିକ ଉଗ୍ର ହେଉଛି। ବିଜୁ ତିରୋଧାନ ଅବସରରେ ଜିଲ୍ଲା ସଦର ମହକୁମାରେ ପୂର୍ବତନ ସାସଂଦ ତଥା ଜିଲ୍ଲା ସଭାପତିଙ୍କ ଗୋଷ୍ଠି ନୁନିଆ ଯୋଡ଼ିରେ ତିଳତର୍ପଣ କରିଥିବା ବେଳେ ବିଧାୟକଙ୍କ ଗୋଷ୍ଠି ବୁଢାବଳଙ୍ଗ ନଦୀର ବାଲିଘାଟଠାରେ ନାମସଂକୀର୍ତ୍ତନ ସହ ତିଳତର୍ପଣ କରିଥିଲେ ।

Advertisment
BjD Balasore Odisha Politics