Advertisment

ପାଣି ପିଇଦେବାରୁ ନବୀନ ନିବାସରେ ପିଟାପିଟି !

ଶ୍ରୀ ପାଣିଗ୍ରାହୀ କହିଛନ୍ତି, ଆଗକୁ ରାଜ୍ୟସଭା ନିର୍ବାଚନ ରହିଛି। ବିଜେଡିକୁ ବର୍ତ୍ତମାନ ସୁଦ୍ଧା ୪ ଜଣ ବିଧାୟକ ଅଭାବ ରହିଛି। ପ୍ରେମାନନ୍ଦ, ରମେଶ ଚନ୍ଦ୍ର ସାଇଙ୍କ ପରି ଅନେକ ନେତାଙ୍କ ଯୋଗୁ ବିଜେଡିରେ ଅଭାବ ଦେଖାଦେଇଛି।

author-image
Manoj Swain

ନବୀନ ନିବାସରେ ପିଟାପିଟି ଲାଗିଥିବା ଚର୍ଚ୍ଚା ହେଉଛି। ବିଜେଡି ବିଧାୟକ ପାଣି ପିଇଦେବାରୁ ଏହି ମାଡ଼ପିଟ ହୋଇଥିବା ଶୁଣିବାକୁ ମିଳିଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ଗଣମାଧ୍ୟମକୁ ଶ୍ରୀ ପାଣିଗ୍ରାହୀ କହିଛନ୍ତି, ଆଗକୁ ରାଜ୍ୟସଭା ନିର୍ବାଚନ ରହିଛି। ବିଜେଡିକୁ ବର୍ତ୍ତମାନ ସୁଦ୍ଧା ୪ ଜଣ ବିଧାୟକ ଅଭାବ ରହିଛି। ପ୍ରେମାନନ୍ଦ, ରମେଶ ଚନ୍ଦ୍ର ସାଇଙ୍କ ପରି ଅନେକ ନେତାଙ୍କ ଯୋଗୁ ବିଜେଡିରେ ଅଭାବ ଦେଖାଦେଇଛି। ଏହାଛଡ଼ା ଆଉ କିଛି ଅଦୃଶ୍ୟ ଶକ୍ତି ପାଇଁ ମଧ୍ୟ ଅଭାବ ଦେଖାଦେଇପାରେ।  ଦେଖନ୍ତୁ ପୂରା ରିପୋର୍ଟ। 

Advertisment
BjD Pradeep Panigrahi Odisha