Advertisment

ସିଇଓଙ୍କୁ ଫେରାଦ ହେଲା ବିଜେପି

ଉଲ୍ଲଂଘନ ହେଉଛି ନିର୍ବାଚନ ଆଦର୍ଶ ଆଚରଣ ବିଧି। ରାଜଧାନୀ ଭୁବନେଶ୍ବର ସହ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହଟିପାରୁନି ହୋର୍ଡିଂ।

Advertisment

ସାଧାରଣ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲେ ମଧ୍ୟ ରାଜ୍ୟର ଶାସକ ଦଳ ଏହାକୁ ଖୋଲାଖୋଲି ଭାବେ ଉଲ୍ଲଘଂନ କରୁଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଫଟୋଯୁକ୍ତ ସରକାରୀ ହୋର୍ଡିଂ ତୁରନ୍ତ ହଟାଇବାକୁ ବିଜେପି ଦାବି କରିବା ସହ ଏନେଇ ଆଜି ନିର୍ବାଚନ କମିଶନଙ୍କୁ ଫେରାଦ ହୋଇଛି। ଏସବୁ ହୋର୍ଡିଂ ହଟାଇ ନଥିବା ସରକାରୀ ଅଧିକାରୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ବିଜେପି ଦାବି କରିଛି। 

Advertisment
Model Code Of Conduct Bjp Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe