Advertisment

‘ଯାହା କଂଗ୍ରେସ କରିପାରିନି, ତାହା ମୋଦି କରି ଦେଖାଇଛନ୍ତି’

‘କଂଗ୍ରେସ ଯାହା କରିବାକୁ ଭାବୁଥିଲା, କିନ୍ତୁ କେବେ ତାକୁ କାର୍ଯ୍ୟରେ ପରିଣତ କରିବାକୁ ସାହାସ କରିପାରି ନଥିଲା, ଆଜି ମୋଦିଜୀ ତାହା କରି ଦେଖାଇ ଦେଇଛନ୍ତି।’

Advertisment

ଆଜି ‘ଓଟିଭି’ର ବାର୍ଷିକ ଚିନ୍ତନ କାର୍ଯ୍ୟକ୍ରମ ‘ଫୋର୍‌ସାଇଟ୍-୨୦୨୪’ର ପ୍ରଥମ ଅଧିବେଶନରେ ‘Reaching the last mile: Developing the rest of India’ ଶୀର୍ଷକ ଉପରେ ଆଲୋଚନା କରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କଂଗ୍ରେସକୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ କଂଗ୍ରେସ ଯାହା କରିବାକୁ ଭାବୁଥିଲା, କିନ୍ତୁ କେବେ ତାକୁ କାର୍ଯ୍ୟରେ ପରିଣତ କରିପାରି ନଥିଲା, ଆଜି ମୋଦିଜୀ ତାହା କରି ଦେଖାଇ ଦେଇଛନ୍ତି। 

Advertisment
Bjp Congress PM Narendra Modi Himanta Biswa Sarma
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe