ମୋଦି ୩.୦ ସରକାର: କେଉଁ ମନ୍ତ୍ରୀ ପଢିଛନ୍ତି କେତେ ପାଠ?

ମୋଦି ୩.୦ ସରକାରରେ କାହାକୁ ମିଳିଛି କେଉଁ ପଦ ଏବଂ ମନ୍ତ୍ରୀମାନଙ୍କ ଶିକ୍ଷାଗତ ଯୋଗ୍ୟତା ବାବଦରେ ଜାଣନ୍ତୁ... 

Central Ministers

କେନ୍ଦ୍ର ମନ୍ତ୍ରୀମାନଙ୍କ ବୈଠକ

Debibandita Barick
  • Published: Thursday, 13 June 2024
  • Updated: 13 June 2024, 02:37 PM IST

ଜୁନ୍ ୯ରେ ନରେନ୍ଦ୍ର ଦାମୋଦର ଦାସ ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଦେଶରେ ଆରମ୍ଭ ହୋଇଛି ମୋଦି ସରକାରର ତୃତୀୟ ପାଳି।ସରକାର ଗଠନ ପରେ ଅନେକ ସାଂସଦମାନଙ୍କୁ ମନ୍ତ୍ରୀ ପଦ ବଣ୍ଟନ ହୋଇଛି। ପୂର୍ବ କ୍ୟାବିନେଟରେ ଥିବା ଏକାଧିକ ମନ୍ତ୍ରୀଙ୍କୁ ସମାନ ଦାୟିତ୍ୱ ମିଳିଥିବା ବେଳେ ଏଥର ସ୍ୱାସ୍ଥ୍ୟ ବିଭାଗରେ ପରିବର୍ତ୍ତନ କରାଯାଇଛି।

ପୂର୍ବ କ୍ୟାବିନେଟରେ ମନସୁଖ ମାଣ୍ଡଭିଅ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିଲେ, ଏଥର କିନ୍ତୁ ଜେପି ନଡ୍ଡାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଏହା ବାଦ୍ ଏକାଧିକ ନୂଆ ସାଂସଦଙ୍କୁ ମଧ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି। ତେବେ ମୋଦି ୩.୦ ସରକାରରେ କାହାକୁ କେଉଁ ପଦ ମିଳିଛି ଏବଂ ମନ୍ତ୍ରୀମାନଙ୍କ ଶିକ୍ଷାଗତ ଯୋଗ୍ୟତା ବାବଦରେ ଜାଣନ୍ତୁ... 

ନରେନ୍ଦ୍ର ମୋଦି
ପଦ: ପ୍ରଧାନମନ୍ତ୍ରୀ ପଦ ସମେତ କର୍ମଚାରୀ ବର୍ଗ, ଜନ ଅଭିଯୋଗ ଏବଂ ପେନ୍ସନ୍ ମନ୍ତ୍ରଣାଳୟ, ପରମାଣୁ ଶକ୍ତି ବିଭାଗ, ମହାକାଶ ବିଭାଗ।
ଶିକ୍ଷାଗତ ଯୋଗ୍ୟତା: ଗୁଜୁରାଟ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ମାଷ୍ଟର ଅଫ୍ ଆର୍ଟ୍ସ (MA) ଡିଗ୍ରୀ।

କ୍ୟାବିନେଟ ମନ୍ତ୍ରୀ:-

ରାଜନାଥ ସିଂ(ପ୍ରତିରକ୍ଷା ମନ୍ତ୍ରୀ)
ଶିକ୍ଷାଗତ ଯୋଗ୍ୟତା:- ମିର୍ଜାପୁର ଗୋରଖପୁର ବିଶ୍ୱବିଦ୍ୟାଳୟର, K.B.P.G କଲେଜରୁ B.Sc ପରେ ଗୋରଖପୁର ବିଶ୍ୱବିଦ୍ୟାଳୟରେ M.Sc।

ଅମିତ ଶାହା(ଗୃହମନ୍ତ୍ରୀ)
ଶିକ୍ଷାଗତ ଯୋଗ୍ୟତା: B.Sc(ଗୁଜରାଟ ବିଶ୍ୱବିଦ୍ୟାଳୟ, ଅହମ୍ମଦାବାଦ)।

ନୀତିନ ଜୟରାମ ଗଡକରୀ (ସଡକ ପରିବହନ ଓ ରାଜପଥ ମନ୍ତ୍ରୀ)
ଶିକ୍ଷାଗତ ଯୋଗ୍ୟତା: ନାଗପୁର ବିଶ୍ୱବିଦ୍ୟାଳୟରୁ M.Com ଏବଂ LL.B

ଜଗତ ପ୍ରକାଶ ନାଡ୍ଡା(ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ରାସାୟନିକ ଓ ସାର ମନ୍ତ୍ରୀ)
ଶିକ୍ଷାଗତ ଯୋଗ୍ୟତା: LL.B. ଆଇନ ବିଭାଗ, ହିମାଚଳ ପ୍ରଦେଶ ବିଶ୍ୱବିଦ୍ୟାଳୟ, ଶିମଲା।

ଶିବରାଜ ସିଂହ ଚୌହାନ(କୃଷି ଓ କୃଷକ କଲ୍ୟାଣ ସହ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ)
ଶିକ୍ଷାଗତ ଯୋଗ୍ୟତା: ଫିଲୋସୋଫିରେ ଗୋଲ୍ଡ ମେଡାଲିଷ୍ଟ(ବାରକତୁଲ୍ଲା ୟୁନିଭରସିଟି, ଭୋପାଳ)।

ନିର୍ମଳା ସୀତାରମଣ(ଅର୍ଥମନ୍ତ୍ରୀ ସହ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ)
ଶିକ୍ଷାଗତ ଯୋଗ୍ୟତା: ଅର୍ଥନୀତିରେ ମାଷ୍ଟର ଅଫ୍ ଆର୍ଟ୍ସ(MA), ଦିଲ୍ଲୀ ଜବାହରଲାଲ ନେହରୁ ୟୁନିଭରସିଟି(JNU)।

ଡ. ସୁବ୍ରମଣ୍ୟମ ଜୟଶଙ୍କର(ବୈଦେଶିକ ବ୍ୟାପାର ମନ୍ତ୍ରୀ)
ଶିକ୍ଷାଗତ ଯୋଗ୍ୟତା: ରାଜନୀତି ବିଜ୍ଞାନରେ MA ଏବଂ M.Phil। ଏଥିସହ ଜବାହରଲାଲ ନେହରୁ ୟୁନିଭରସିଟି(JNU)ରୁ ଆନ୍ତର୍ଜାତୀୟ ସଂପର୍କରେ ପିଏଚଡି, ଯେଉଁଠାରେ ସେ ପରମାଣୁ କୂଟନୈତିକ କ୍ଷେତ୍ରରେ ବିଶେଷଜ୍ଞ ଥିଲେ। 

ମନୋହର ଲାଲ ଖଟ୍ଟର(ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ, ଶକ୍ତି ମନ୍ତ୍ରୀ)
ଶିକ୍ଷାଗତ ଯୋଗ୍ୟତା: ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ।

ଏଚ.ଡି କୁମାରସ୍ୱାମୀ(ଭାରୀ ଶିଳ୍ପ ଓ ଇସ୍ପାତ ମନ୍ତ୍ରୀ)
ଶିକ୍ଷାଗତ ଯୋଗ୍ୟତା: B.Sc, ନ୍ୟାସନାଲ କଲେଜ ଜୟନଗର ବାଙ୍ଗାଲୋର ୟୁନିଭରସିଟି।

ପୀୟୁଷ ଗୋୟଲ(ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ)
ଶିକ୍ଷାଗତ ଯୋଗ୍ୟତା: ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ। ମୁମ୍ବାଇ ବିଶ୍ୱବିଦ୍ୟାଳୟରେ ଆଇନ ପାଠ ମଧ୍ୟ ସମାପ୍ତ କରିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ(ଶିକ୍ଷା ମନ୍ତ୍ରୀ)
ଶିକ୍ଷାଗତ ଯୋଗ୍ୟତା: ଭୁବନେଶ୍ୱରର ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆନ୍ଥ୍ରୋପୋଲୋଜିରେ ସ୍ନାତକୋତ୍ତର ଡିଗ୍ରୀ।

ଜିତନ୍ ରାମ ମାଞ୍ଝୀ(କ୍ଷୁଦ୍ର, ଛୋଟ ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ)
ଶିକ୍ଷାଗତ ଯୋଗ୍ୟତା: ମଗଧ ୟୁନିଭରସିଟିରୁ ଗ୍ରାଜୁଏଟ। 

ରାଜୀବ ରଞ୍ଜନ ସିଂହ(ପଞ୍ଚାୟତରାଜ ସହ ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ମନ୍ତ୍ରୀ)
ଶିକ୍ଷାଗତ ଯୋଗ୍ୟତା: T.N.Bରୁ ସ୍ନାତକ ଡିଗ୍ରୀ(ଭାଗଲପୁର ୟୁନିଭରସିଟି)।

ସରବାନନ୍ଦ ସୋନୋୱାଲ(ବନ୍ଦର, ପରିବହନ ଓ ଜଳପଥ ମନ୍ତ୍ରୀ)
ଶିକ୍ଷାଗତ ଯୋଗ୍ୟତା: ଡିବ୍ରୁଗଡ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଡିବ୍ରୁଗଡ ହନୁମାନବକ୍ସ ସୁରଜମଲ କାନୋଇ କଲେଜରୁ ଗ୍ରାଜୁଏଟ।

ଡ. ବିରେନ୍ଦ୍ର କୁମାର(ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ)
ଶିକ୍ଷାଗତ ଯୋଗ୍ୟତା:  MA(ଅର୍ଥନୀତି), Ph.D (ଶିଶୁ ଶ୍ରମ), ଡ. ହରିସିଂହ ଗୌର ୟୁନିଭରସିଟି, ସାଗର, ମଧ୍ୟପ୍ରଦେଶ।

କିଞ୍ଜାରାପୁ ରାମମୋହନ ନାଇଡୁ(ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ)
ଶିକ୍ଷାଗତ ଯୋଗ୍ୟତା: ଯୁକ୍ତରାଷ୍ଟ୍ରର ପର୍ଡୁ ୟୁନିଭରସିଟିରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ଏବଂ ଲଙ୍ଗ୍ ଆଇଲାଣ୍ଡ ୟୁନିଭରସିଟିରୁ ଏମବିଏ।

ପ୍ରହ୍ଲାଦ ଯୋଶୀ(ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ, ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରୀ)
ଶିକ୍ଷାଗତ ଯୋଗ୍ୟତା: ବିଏ, କର୍ଣ୍ଣାଟକ ୟୁନିଭରସିଟି।

ଜୁଏଲ୍ ଓରାମ(ଆଦିବାସୀ ବ୍ୟାପାର ମନ୍ତ୍ରୀ)
ଶିକ୍ଷାଗତ ଯୋଗ୍ୟତା: ଉତ୍କଲମଣି ଗୋପାବନ୍ଧୁ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିପ୍ଲୋମା।

ଗିରିରାଜ ସିଂହ(ବୟନ ମନ୍ତ୍ରୀ)
ଶିକ୍ଷାଗତ ଯୋଗ୍ୟତା: ବିଏ, ମଗଧ ୟୁନିଭରସିଟି, ବିହାର। 

ଅଶ୍ୱିନୀ ବୈଷ୍ଣବ(ରେଳମନ୍ତ୍ରୀ, ସୂଚନା ଓ ପ୍ରସାରଣ ସହ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ)
ଶିକ୍ଷାଗତ ଯୋଗ୍ୟତା: ହ୍ୱାର୍ଟୋନ୍ ବିଜନେସ୍ ସ୍କୁଲରୁ ଏମବିଏ, ପେନସିଲଭାନିଆ ୟୁନିଭରସିଟି, ଆମେରିକା। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, କାନପୁରରୁ M.Tech।

ଜ୍ୟୋତିରାଦିତ୍ୟ ଏମ୍. ସିନ୍ଦିଆ(ଯୋଗାଯୋଗ ମନ୍ତ୍ରୀ, ଉତ୍ତର ପୂର୍ବ ଅଞ୍ଚଳ ବିକାଶ ମନ୍ତ୍ରୀ)
ଶିକ୍ଷାଗତ ଯୋଗ୍ୟତା: ଷ୍ଟାଣ୍ଡଫୋର୍ଡ ୟୁନିଭରସିଟିରୁ ଏମବିଏ, ଗ୍ରାଜୁଏଟ୍ ସ୍କୁଲ୍ ଅଫ୍ ବିଜନେସ୍, ପାଲୋ ଆଲ୍ଟୋ CA USA।

ଭୁପିନ୍ଦର ଯାଦବ(ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ)
ଶିକ୍ଷାଗତ ଯୋଗ୍ୟତା: ସ୍ନାତକୋତ୍ତର ଆଇନ (LLB), ସରକାରୀ କଲେଜ ଅଜମର୍ (ଅଜମର୍ ୟୁନିଭରସିଟି)।

ଗଜେନ୍ଦ୍ର ସିଂ ଶେଖୱାଟ(ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ)
ଶିକ୍ଷାଗତ ଯୋଗ୍ୟତା: ଯୋଧପୁର ବିଶ୍ୱବିଦ୍ୟାଳୟରୁ M.A।

ଅନ୍ନପୂର୍ଣ୍ଣା ଦେବୀ(ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ)
ଶିକ୍ଷାଗତ ଯୋଗ୍ୟତା: ରାଞ୍ଚି ବିଶ୍ୱବିଦ୍ୟାଳୟରୁ ପୋଷ୍ଟ ଗ୍ରାଜୁଏଟ୍ (ଇତିହାସ)। M.U.ବୋଧଗୟାରୁ ଗ୍ରାଜୁଏଟ।

କିରଣ ରିଜିଜୁ(ସଂସଦୀୟ ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ)
ଶିକ୍ଷାଗତ ଯୋଗ୍ୟତା: LL.B, କ୍ୟାମ୍ପସ ଲ ସେଣ୍ଟ, ଦିଲ୍ଲୀ ୟୁନିଭରସିଟି।

ହାରଦୀପ ସିଂହ ପୁରୀ(ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ)
ଶିକ୍ଷାଗତ ଯୋଗ୍ୟତା: M.A, ଦିଲ୍ଲୀ ୟୁନିଭରସିଟିର ହିନ୍ଦୁ କଲେଜ।

ଡ. ମନସୁଖ ମାଣ୍ଡଭିଅ(ଶ୍ରମ ଓ ରୋଜଗାର ମନ୍ତ୍ରୀ ସହ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ)
ଶିକ୍ଷାଗତ ଯୋଗ୍ୟତା: M.A(ରାଜନୀତି ବିଜ୍ଞାନ) ଭବନଗର ୟୁନିଭରସିଟି)।

ଜି କିଶାନ୍ ରେଡ୍ଡୀ(କୋଇଲା ଓ ଖଣି ମନ୍ତ୍ରୀ)
ଶିକ୍ଷାଗତ ଯୋଗ୍ୟତା: CITDରୁ ଟୁଲ୍ ଡିଜାଇନରେ ଡିପ୍ଲୋମା।

ଚିରାଗ ପାସୱାନ୍(ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ)
ଶିକ୍ଷାଗତ ଯୋଗ୍ୟତା: ଝାନସିର ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିରୁ କମ୍ପ୍ୟୁଟର ଇଞ୍ଜିନିୟରିଂରେ B.Tech।

ସିଆର ପାଟିଲ୍(ଜଳ ଶକ୍ତି ମନ୍ତ୍ରୀ)
ଶିକ୍ଷାଗତ ଯୋଗ୍ୟତା: ITI, ସୁରଟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story