ମୋକ୍କିମଙ୍କ ସ୍ଥାନ ନେବେ ସୋଫିଆ | Odisha Reporter
କଟକ ବାରବାଟୀରୁ ଏଥର ନୂଆ ଚେହେରା ଦେଇପାରେ କଂଗ୍ରେସ। ବାପ ବଦଳରେ ଏଠି ଝିଅକୁ ମିଳିପାରେ ଟିକଟ। ବିଧାୟକ ମହମ୍ମଦ ମୋକିମଙ୍କ ସ୍ଥାନ ନେଇପାରନ୍ତି ତାଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ। ଯଦିଓ ORHDC ଦୁର୍ନୀତି ମାମଲାରେ ମୋକିମଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି ହେଲେ ନିର୍ବାଚନ କିନ୍ତୁ ସେ ଲଢିପାରିବେ ନାହିଁ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
