Advertisment

ବାରବାଟୀ କଟକରୁ କଂଗ୍ରେସ ପ୍ରାର୍ଥୀ ହୋଇପାରନ୍ତି ମୋକିମଙ୍କ ଝିଅ

ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ।

Advertisment

କଟକ ବାରବାଟୀରୁ ଏଥର ନୂଆ ଚେହେରା ଦେଇପାରେ କଂଗ୍ରେସ। ବାପ ବଦଳରେ ଏଠି ଝିଅକୁ ମିଳିପାରେ ଟିକଟ। ବିଧାୟକ ମହମ୍ମଦ ମୋକିମଙ୍କ ସ୍ଥାନ ନେଇପାରନ୍ତି ତାଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ। ଯଦିଓ ORHDC ଦୁର୍ନୀତି ମାମଲାରେ ମୋକିମଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି ହେଲେ ନିର୍ବାଚନ କିନ୍ତୁ ସେ ଲଢିପାରିବେ ନାହିଁ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Cuttack Congress Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe