ନବୀନ ସରକାରଙ୍କ ନିଷ୍ପତ୍ତିକୁ ମୋହର ମାରିଲେ ମୋହନ ସରକାର

ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ରାଜ୍ୟର ପ୍ରଥମ ବିଜେପି ସରକାରର ଆଜି ଦ୍ୱିତୀୟ କ୍ୟାବିନେଟ୍ ବୈଠକରେ ମୋଟ୍ ୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

Cabinet Meeting

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକ

Ordigital Desk
  • Published: Wednesday, 10 July 2024
  • Updated: 10 July 2024, 10:46 PM IST

Sports

Latest News

ନବୀନ ପଟ୍ଟନାୟକ ସରକାର ନେଇଥିବା ନିଷ୍ପତ୍ତି ଉପରେ ଆଜି ମୋହନ ମାଝୀଙ୍କ ସରକାର ଆନୁଷ୍ଠାନିକ ମୋହର ମାରିଲେ । ଏପରିକି ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ହାର ବୃଦ୍ଧି ଓ ୨୦ହଜାର ଯୋଜନାଭିତ୍ତିକ କନିଷ୍ଠ ନିଯୁକ୍ତି ପାଇଁ ଯେଉଁ ନୀତିଗତ ନିଷ୍ପତ୍ତି ନେଇଥିଲେ ଆଜି ତାକୁ ମୋହନ ମାଝୀଙ୍କ ସରକାର ଅନୁମୋଦନ କରିଛନ୍ତି । ଏପରିକି ମାର୍ଚ୍ଚ ୧୪ତାରିଖରେ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ଘୋଷଣା କରିବା ପରେ ରାଜ୍ୟ ଶ୍ରମ ଓ ଇଏଏସଆଇ ବିଭାଗ ପକ୍ଷରୁ ମଧ୍ୟ ଏନେଇ ଆବଶ୍ୟକ ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଥିଲା । ସେହିପରି ରାଜ୍ୟରେ କନିଷ୍ଠ ଶିକ୍ଷକମାନଙ୍କ ନିଯୁକ୍ତିକୁ ନେଇ ନବୀନ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମାନଦଣ୍ଡ ଆଧାରରେ ଯୋଗ୍ୟତାଭିତ୍ତିକ ତାଲିକା ପ୍ରସ୍ତୁତ ହୋଇଥିଲାବେଳେ ଏବେପୁଣି ଉକ୍ତ ପ୍ରସ୍ତାବ କାହିିଁକି ରାଜ୍ୟ କ୍ୟାବିନେଟକୁ ଆସିଲା ତାହା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ, ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ରାଜ୍ୟର ପ୍ରଥମ ବିଜେପି ସରକାରର ଆଜି ଦ୍ୱିତୀୟ କ୍ୟାବିନେଟ୍ ବୈଠକରେ ମୋଟ୍ ୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଓଡ଼ିଆ ଅସ୍ମିତାର ସୁରକ୍ଷା ଓ ପ୍ରସାର ପାଇଁ ୨୦୦କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ ସହ ପିଏମ୍ କିଷାନ ଯୋଜନାରେ ରାଜ୍ୟର ସବୁବର୍ଗର ଚାଷୀଙ୍କୁ ସାମିଲ, ଉଠାଜଳସେଚନକୁ ସଚଳ ଓ ସୁଦୃଢ଼ୀକରଣ କରି ୨.୮୬ଲକ୍ଷ ହେକ୍ଟର ଜମିରେ ଜଳସେଚନ କ୍ଷମତା ବୃଦ୍ଧି, କନିଷ୍ଠ ଶିକ୍ଷକ ପାଇଁ ଯୋଗ୍ୟ ବିବେଚିତ ୧୮୭୮୮ ପ୍ରାର୍ଥୀଙ୍କ ତାଲିକା ଜାରି ଓ ସର୍ବନିମ୍ନ ମଜୁରୀ  ବୃଦ୍ଧି ଭଳି ୫ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।

ତେବେ ଏହି ୫ଟି ପ୍ରସ୍ତାବ ମଧ୍ୟରୁ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ନିଷ୍ପତ୍ତି ମାର୍ଚ୍ଚ ୧୩ତାରିଖରେ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ନେଇଥିଲେ । ସେହିଦିନ ମଧ୍ୟ ଶ୍ରମ ଓ ଇଏସଆଇ ବିଭାଗ ପକ୍ଷରୁ ଏହି ବର୍ଦ୍ଧିତ ମଜୁରୀ ପ୍ରସ୍ତାବ ସଂକ୍ରାନ୍ତ ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଥିଲା । ଏହାସହିତ ବିଜ୍ଞପ୍ତି ପ୍ରକାଶ ପାଇବାର ୨ମାସ ମଧ୍ୟରେ ବିଭିନ୍ନ ବ୍ୟକ୍ତିବିଶେଷଙ୍କଠୁ ଆପତ୍ତି-ଅଭିଯୋଗ ଓ ପରାମର୍ଶ ମଧ୍ୟ ଆହ୍ୱାନ କରାଯିବ ଓ ଉକ୍ତ ଅବଧି ଶେଷ ହେବାପରେ ବର୍ଦ୍ଧିତ ମଜୁରୀ ପ୍ରସ୍ତାବକୁ  ନିଶ୍ଚିତ ଗ୍ରହଣ କରାଯିବ ବୋଲି ଉଲ୍ଲେଖ ରହିଥିଲା। ଏପରିକି ୨୦୨୪ ମାର୍ଚ୍ଚ ୧୪ ତାରିଖରେ ଶ୍ରମ ଓ ଇଏସଆଇ ବିଭାଗର ଶଚିବ ଆରଏସ୍ ଗୋପାଳନଙ୍କ ପକ୍ଷରୁ ଶ୍ରମିକଙ୍କ ମଜୁରୀ ବୃଦ୍ଧିର ବିଜ୍ଞପ୍ତି ଜାରିହୋଥିଲା। ଏଥି ପାଇଁ ଅର୍ଥ ବିଭାଗର ଅନୁମୋଦନ ବି ମିଳିଥିଲା। ଏଥି ପାଇଁ ଅର୍ଥ ବିଭାଗର ଅନୁମୋଦନବି ମିଳିଥିଲା। 

Also Read

ତେବେ ଇତିମଧ୍ୟରେ ୪ମାସ ଛୁଇଁବାକୁ ବସିଥିବାବେଳେ ଆଜି କାହିଁକି ସେହି ସମାନ ବର୍ଦ୍ଧିତ ମଜୁରୀ ପ୍ରସ୍ତାବକୁ କ୍ୟାବିନେଟକୁ ଅଣାଗଲା ଓ ତାକୁ କାର୍ଯ୍ୟକାରୀ ପାଇଁ ଗେଜେଟ୍ ବିଜ୍ଞପ୍ତି ଜାରି କରାଯିବ ବୋଲି ମୋହନ ସରକାର ଘୋଷଣା କରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିକରିଛି।

ସେହିପରି ରାଜ୍ୟରେ ଚୁକ୍ତିଭିତ୍ତିକ ନିଯୁକ୍ତିକୁ ୨୦୨୨ ଅକ୍ଟୋବର ମାସରେ ଉଚ୍ଛେଦ କରିଥିବା ତତକାଳୀନ ନବୀନ ପଟ୍ଟନାୟକ ସରକାର ୨୦୨୩ ଅଗଷ୍ଟ ୨୨ତାରିଖରେ ୨୦ହଜାର କନିଷ୍ଠ ଶିକ୍ଷକ ପଦବୀ(ଯୋଜନାଭିତ୍ତିକ) ପୂରଣ ପାଇଁ ଗାଇଡଲାଇନ୍ ଜାରି କରିଥିଲେ । ଏନେଇ ଓସେପା ପକ୍ଷରୁ ୨୦୨୩ ସେପେଟମ୍ବର ମାସରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଚୟନ ପ୍ରକ୍ରିୟା ପରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ଚଳିତବର୍ଷ ଜାନୁୟାରୀରେ ଜାରିବେଳେ ମାମଲା ହାଇକୋର୍ଟ ପହଂଚିଥିଲା । କମ୍ପ୍ୟୁଟର ଆଧାରିତ ଟେଷ୍ଟ ଅନୁସାରେ ଆବେଦନକାରୀଙ୍କ ଯୋଗ୍ୟତାଭିତ୍ତିକ ତାଲିକା ପ୍ରସ୍ତୁତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଓସେପା ୧୮୭୮୮ଜଣ ପ୍ରାର୍ଥୀଙ୍କ ଚୟନ ତାଲିକା ପ୍ରକାଶ କରିବା ପରିବର୍ତ୍ତେ ଏହି ପ୍ରସ୍ତାବକୁ କ୍ୟାବିନେଟକୁ ଆଣିଥିଲା ଓ ସେଥିରେ ମୋହର ବାଜିଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story