‘ମୋଦିଙ୍କ ସ୍ବପ୍ନକୁ ପୂରଣ କରିବୁ’ | Odisha Reporter
ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହେବେ ମୋହନ ଯାଦବ। ଦକ୍ଷିଣ ଉଜୈନ ବିଧାୟକ ମୋହନ ଯାଦବ। ପୂର୍ବରୁ ଶିବରାଜଙ୍କ ସରକାରରେ ସେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଥିଲେ। ଆଜି ବିଜେପି ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ ହେବା ପରେ ମୋହନ ଯାଦବଙ୍କ ପ୍ରତ୍ରିକ୍ରିୟା। କହିଲେ, ମୋ ଭଳି ଜଣେ ଛୋଟ କର୍ମୀଙ୍କୁ ସେବାର ସୁଯୋଗ ଦେଇଥିବାରୁ ଦଳର ସମସ୍ତ ବରିଷ୍ଠ ନେତୃବୃନ୍ଦଙ୍କୁ କୃତଜ୍ଞତା ଜଣାଉଛି। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
