Advertisment

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହେବେ ମୋହନ ଯାଦବ

ପୂର୍ବରୁ ଶିବରାଜଙ୍କ ସରକାରରେ ମୋହନ ଯାଦବ ଉଚ୍ଚ ଶିକ୍ଷା ମନ୍ତ୍ରୀ ଥିଲେ।

ଅଦ୍ୟତନ ହୋଇଛି
Advertisment

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହେବେ ମୋହନ ଯାଦବ। ଦକ୍ଷିଣ ଉଜୈନ ବିଧାୟକ ମୋହନ ଯାଦବ। ପୂର୍ବରୁ ଶିବରାଜଙ୍କ ସରକାରରେ ସେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଥିଲେ। ଆଜି ବିଜେପି ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ ହେବା ପରେ ମୋହନ ଯାଦବଙ୍କ ପ୍ରତ୍ରିକ୍ରିୟା। କହିଲେ, ମୋ ଭଳି ଜଣେ ଛୋଟ କର୍ମୀଙ୍କୁ ସେବାର ସୁଯୋଗ ଦେଇଥିବାରୁ ଦଳର ସମସ୍ତ ବରିଷ୍ଠ ନେତୃବୃନ୍ଦଙ୍କୁ କୃତଜ୍ଞତା ଜଣାଉଛି। ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Advertisment
Bjp Madhya Pradesh Mohan Yadav
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe