Advertisment

କେମିତି ଅଛନ୍ତି କୋରେଇ ନିର୍ବାଚନମଣ୍ଡଳୀର ଜନସାଧାରଣ ?

କୋରେଇ ନିର୍ବାଚନମଣ୍ଡଳୀରେ କେମିତି ରହିଛି ଲୋକଙ୍କ ମୁଡ ଓ କେଉଁ ପ୍ରାର୍ଥୀ ପାଇଁ ରହିଛି ଲୋକଙ୍କ ସମର୍ଥନ ? ଦେଖନ୍ତୁ ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଗାଁ ଗାଁରେ ପଲିଟିକାଲ ଖଟି।

ଅଦ୍ୟତନ ହୋଇଛି
Advertisment

କଡ଼ ଲେଉଟାଇଲାଣି କୋରେଇ ରାଜନୀତି। ମନର କଥା ଆଉ ଚାପି ରଖିପାରିଲେନି କୋରେଇବାସୀ, କ୍ୟାମେରା ଆଗରେ ସବୁ କହିଦେଲେ। ମନରେ କୁନ୍ଥି ହୋଇ ରହିଛି ଅସନ୍ତୋଷ। ନିର୍ବାଚନ ସମୟରେ ଦେବେ ଜବାବ। ଯାହାଙ୍କ ମୁହଁରୁ ଶୁଣିବେ ଗୋଟିଏ କଥା। 2024 ନିର୍ବାଚନରେ କାହାର ହେବ ଜିତାପଟ ? ସ୍ଥିର କରିସାରିଲେଣି ଜନତା। ଗାଁ ଗାଁରେ ପଲିଟିକାଲ କାର୍ଯ୍ୟକ୍ରମରେ କୋରେଇବାସୀ କହୁ କହୁ ସବୁ କହିଦେଲେ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Jajpur 2024 General Election Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe