Advertisment

ଚର୍ଚ୍ଚାରେ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ, ଏଥର କିଏ ମାରିବ ବାଜି ?

ଚଳିତ ବର୍ଷ ବ୍ରହ୍ମଗିରି ବିଧାନସଭା ପାଇଁ 10 ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବାବେଳେ ମୁଖ୍ୟତଃ ଲଢେଇ ବିଜେପି ଓ ବିଜେଡି ଭିତରେ ଚାଲିଛି ।

Advertisment

ଚର୍ଚ୍ଚାରେ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ। ଗୋଟେପଟେ ମାଟିର ଝିଅ ଅନ୍ୟପଟେ ପାର୍ଟିର ନେତା । ଜଣେ କହୁଛନ୍ତି ଅବହେଳିତ ବ୍ରହ୍ମଗିରିର ବିକାଶ କରିବି, ଅନ୍ୟ ଜଣେ କହୁଛନ୍ତି ବିକାଶ ରଥକୁ ଆଗକୁ ନେବି । ଆଉ ଏହାରି ଭିତରେ ପୁଳା ପୁଳା ଅଭିଯୋଗ, ଗଦା ଗଦା ସମସ୍ୟା । ପାନୀୟ ଜଳ ଠାରୁ ରାସ୍ତା, ବ୍ରିଜ ଠାରୁ ବିଜୁଳି । ଚଳିତ ବର୍ଷ ବ୍ରହ୍ମଗିରି ବିଧାନସଭା ପାଇଁ 10 ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବାବେଳେ ମୁଖ୍ୟତଃ ଲଢେଇ ବିଜେପି ଓ ବିଜେଡି ଭିତରେ ଚାଲିଛି । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe