ଧର୍ମେନ୍ଦ୍ରଙ୍କୁ ଟେକିଲେ, ନବୀନଙ୍କୁ ପକାଇଲେ

  • Published: Wednesday, 03 May 2023
  • , Updated: 03 May 2023, 12:11 PM IST

କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ଗତି କୁଆଡ଼େ ? କଂଗ୍ରେସରେ ବହୁଦିନ ଧରି ଅସନ୍ତୁଷ୍ଟ ଥିବା ଚର୍ଚ୍ଚାରେ ରହି ଆସିଛନ୍ତି ମୋକିମ। ବର୍ତ୍ତମାନ କଂଗ୍ରେସର ନୂତନ ତାଲିକା ପ୍ରକାଶ ପାଇଛି। ତାଲିକାକୁ ନେଇ କ’ଣ ରହିଛି ମୋକିମଙ୍କ ପ୍ରତିକ୍ରିୟା ? ଆମକୁ ଏକ ସାକ୍ଷାତକାର ଦେବା ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବଙ୍କୁ ପ୍ରଶଂସା କରିଥିବା ବେଳେ ନବୀନଙ୍କ ଉଦ୍ଦେଶ୍ୟରେ କ’ଣ କହିଲେ, ଦେଖନ୍ତୁ। 

Related story