Advertisment

ଗଡ଼ ରକ୍ଷା ପାଇଁ ଆମଦାନୀ ନେତାଙ୍କୁ ଭେଟିଲେ ନବୀନ

ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସମେତ ୧୦ରୁ ଅଧିକ ନେତା ଗତକାଲି ନବୀନଙ୍କୁ ଭେଟିଛନ୍ତି।

author-image
Manoj Swain

ବିଜେପି ଛାଡ଼ି ବିଜେଡିକୁ ଆସିଥିବା ନେତାଙ୍କ ସହ ନବୀନଙ୍କ ଭେଟଘାଟ୍। ଆଲୋଚନା କଲେ ଆଉ ପ୍ରତିଶ୍ରୁତି ବି ଦେଲେ। ଯାହାକୁ ନେଇ ରାଜନୈତିକ ମହଲରେ ଅନେକ ଚର୍ଚ୍ଚା। ବ୍ରହ୍ମପୁର ବିଜେଡି ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କ ସମେତ ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆରସିଂ, ନୟାଗଡ଼ର ନେତ୍ରୀ ଇରାନୀ ରାୟ ଓ ତାଙ୍କ ସ୍ବାମୀ, କବିସୂର୍ଯ୍ୟନଗରର ରଞ୍ଜନ ପଲେଇ, ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ସମେତ ୧୦ରୁ ଅଧିକ ନେତା ଗତକାଲି ନବୀନଙ୍କୁ ଭେଟିଛନ୍ତି। 

Advertisment
Odisha BjD