ବିଜେଡିରେ ଛନକା: ଦଳ ଛାଡ଼ିବେ ୨୦ରୁ ଅଧିକ ବିଜେଡି ବିଧାୟକ

ନବୀନ ସାଂଗଠନିକ କାର୍ଯ୍ୟରେ ସ୍ଥାଣୁ ପାଲଟିଯାଉଥିବାକୁ ଦେଖି ବିଜେଡି ବିଧାୟକମାନେ ଏବେ ନିଜ ନିଜସ୍ତରରେ ବିଜେପି ସହ ଯୋଗାଯୋଗରେ ରହିଥିବା ଜଣାପଡ଼ିଛି ।

BJD

ଶଙ୍ଖ ଭବନ

Ordigital Desk
  • Published: Monday, 17 June 2024
  • Updated: 18 June 2024, 07:42 AM IST

Sports

Latest News

 ନିର୍ବାଚନରେ ଶୋଚନୀୟ ପରାଜୟ ପରେ ବିଜେଡି ଏବେ ପତନାଭିମୁଖୀ । ଦଳ ଓ ସଂଗଠନକୁ ସଜାଡ଼ିବା ପାଇଁ କୌଣସି ଉଦ୍ୟମ ହେଉନଥିବା  ଦେଖି ଦଳର ଆଗଧାଡ଼ିର କିଛି ବିଧାୟକ ଏବେ ବିଜେପିକୁ ଡେଇଁବା ଚକ୍କରରେ ରହିଛନ୍ତି । ଏପରିକି ବିଜେପି ମଧ୍ୟ ଏହି ବିଧାୟକମାନଙ୍କୁ ନେବା ପାଇଁ ନିଜର ୬ଟି ମନ୍ତ୍ରୀପଦକୁ ଖାଲି ରଖିଥିବା ଚର୍ଚ୍ଚା ହେଉଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍କ୍ରିୟତା ଓ ସଂଗଠନକୁ କ୍ରିୟାଶୀଳ ପାଇଁ ଉଦ୍ୟମ ହେଉନଥିବାରୁ ଦଳୀୟ ନେତା, କର୍ମୀ ଓ ବିଧାୟକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏପଟେ ନିର୍ବାଚନରେ ପରାଜୟର କାରଣର ସମୀକ୍ଷା କରିବାକୁ ଏପର୍ଯ୍ୟନ୍ତ ଆଗ୍ରହ ଦେଖାଉନଥିବା ନବୀନ ପଟ୍ଟନାୟକଙ୍କୁ ଭରସା କରି ଆଉ ଦଳରେ ରହିବାକୁ ବିଜେଡିର ଏକ ବୃହତ୍ ଗୋଷ୍ଠୀ ଚାହୁଁନଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ବିଜେଡି ନିଜର ବିଧାୟକ ଦଳ ନେତା ଭାବେ ଖୁବଶୀଘ୍ର ନବୀନ ପଟ୍ଟନାୟକଙ୍କୁ ଚୟନ କରିବ । ବିଧାନସଭାରେ ନବୀନ ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରିବେ । ଆଉ ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଓ ମୁଖ୍ୟ ସଚେତକ ଭାବେ ଅରୁଣ ସାହୁଙ୍କୁ ନିଯୁକ୍ତି ମିଳିପାରେ ବୋଲି ଜଣାପଡ଼ିଛି । ବିଜେଡିର ଶୋଚନୀୟ ପରାଜୟ ପାଇଁ ଦଳର ତୃଣମୂଳଠୁ ଆରମ୍ଭ କରି ଶୀର୍ଷସ୍ତରର ନେତା ପର୍ଯ୍ୟନ୍ତ ସମସ୍ତେ ଭିକେ ପାଣ୍ଡିଆନ, ଡିଏସ କୁଟ୍ଟେ, ପ୍ରଣବପ୍ରକାଶ ଦାସ ଓ ମାନସ ମଙ୍ଗରାଜଙ୍କୁ ଦାୟୀ କରିବା ସହ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି ।

Also Read

ସୋଶାଲ ମିଡିଆରେ ଏନେଇ ଦଳୀୟ କର୍ମୀ ଓ ନେତାମାନେ ଅସନ୍ତୋଷ ମଧ୍ୟ ବ୍ୟକ୍ତ କରୁଛନ୍ତି । ମାତ୍ର ନିର୍ବାଚନ ଫଳାଫଳର ୧୫ଦିନ ବିତିବାକୁ ବସିଲାଣି, ତଥାପି ବିଜେଡି ସୁପ୍ରିମୋ ଏହି ନିର୍ବାଚନ ପରାଜୟର ସମୀକ୍ଷା କରିବାକୁ ଆଗ୍ରହ ଦେଖାଉନାହାନ୍ତି । ଏପରିକି ଦଳ କିଭଳି ପୁଣିଥରେ ପ୍ରଭାବଶାଳୀ ହେବ, କର୍ମୀମାନଙ୍କ ମନରେ ଉତ୍ସାହ ବଢ଼ିବ ସେଥିପାଇଁ ମଧ୍ୟ ପ୍ରୟାସ ହେଉନାହିଁ । ଦଳ ପକ୍ଷରୁ ସାଂଗଠନିକ ନବକଳେବର କରାନଯିବା ମଧ୍ୟ ବିଜେଡି କର୍ମୀଙ୍କୁ ନିରାଶ କରିଛି । ନବୀନ ସଂଗଠନ ଚଳାଇବା ପାଇଁ କାହା ଉପରେ ଭରସା କରିବେ ଓ କାହାକୁ ଆଗକୁ ଆଣିବେ ସେନେଇ ନିରବ ରହିଛନ୍ତି ।

ନବୀନ ଏବେ ସାଂଗଠନିକ କାର୍ଯ୍ୟ ପାଇଁ ଆଗ୍ରହ ଦେଖାଉନଥିବାରୁ ଜିଲ୍ଲା ଓ ବ୍ଲକସ୍ତରରେ ଥିବା ଦଳର ନେତା-କର୍ମୀମାନେ ଚିନ୍ତାରେ ପଡ଼ିଛନ୍ତି । ନବୀନ ସାଂଗଠନିକ କାର୍ଯ୍ୟରେ ସ୍ଥାଣୁ ପାଲଟିଯାଉଥିବାକୁ ଦେଖି ବିଜେଡି ବିଧାୟକମାନେ ଏବେ ନିଜ ନିଜସ୍ତରରେ ବିଜେପି ସହ ଯୋଗାଯୋଗରେ ରହିଥିବା ଜଣାପଡ଼ିଛି । ବିଜେଡିର ଦୁଇ ତୃତୀୟାଂଶ ବିଧାୟକଙ୍କୁ ନେବା ପାଇଁ ବିଜେପି ଏବେ ପ୍ରୟାସ ଆରମ୍ଭ କରିଦେଇଛି । ବିଜେଡି ନେତାଙ୍କୁ ଥୋପ ଦେଖାଇବା ପାଇଁ ମଧ୍ୟ ବିଜେପି ଏବେ ୬ଟି ମନ୍ତ୍ରୀ ପଦ ବି ଖାଲି ରଖିଛି । ବିଜେପିର ଏହି ମାଷ୍ଟରଷ୍ଟ୍ରୋକ କେବଳ ବିଜେଡି ବିଧାୟକମାନଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story