ଅଦ୍ୟତନ ହୋଇଛି
‘ବିଜୟ ଶଙ୍କର କଣ ଛୋଟ ଛୁଆ’ | Odisha Reporter
Advertisment
ବଢ଼ିଲା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡୁଆ। ବିଧାୟକଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବାନ୍ଧବୀ ସୋମାଲିକା ଦାଶ। କଟକ ସବ ରେଜିଷ୍ଟ୍ରାର ଅଫିସରେ ସୋମାଲିକାଙ୍କ ପ୍ରତିକ୍ରିୟା। କହିଲେ, ବିବାହ ମାମଲାକୁ ନେଇ ମୁଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି, ଏ ସଂପର୍କୀତ କପି ସବ୍ ରେଜିଷ୍ଟ୍ରାରଙ୍କ ଠାରେ ଦାଖଲ କରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us