Advertisment

ବଢ଼ିଲା ବିଜୟ ଶଙ୍କରଙ୍କ ଅଡୁଆ

ପୁଣି ଚର୍ଚ୍ଚାରେ ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ।

author-image
Manoj Swain

ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ବିବାହ ବିବାଦ ମାମଲା। କଟକ ବିବାହ ପଞ୍ଜୀକରଣ ଅଫିସ୍‌ରେ ତଥ୍ୟ ଦାଖଲ କଲେ ପୂର୍ବତନ ପ୍ରେମିକା ସୋମାଲିକା ଦାସ । ବିଜୟଙ୍କ ଦ୍ୱିତୀୟ ବିବାହ ଆବେଦନ ଆପତ୍ତି ଉପରେ ତଥ୍ୟ ଦାଖଲ କଲେ। ଶୁଣନ୍ତୁ ଏନେଇ ସୋମାଲିକା କଣ କହୁଛନ୍ତି ।

Advertisment
Odisha BjD