Advertisment

ମିଶନଶକ୍ତି ମହିଳାଙ୍କ ହାତରେ ଟେକା,ପଥର,ଅଣ୍ଡା

'ମୁଁ ଜଣେ ନିର୍ବାଚିତ ମହିଳା ସାଂସଦ, ମୋ ଉପରେ ଟେକା ପଥର, ଅଣ୍ଡାରେ ଆକ୍ରମଣ ଉଦ୍ୟମ ହେଉଛି, ଏହା କ’ଣ ପ୍ରକୃତ ମିଶନଶକ୍ତି କି'

author-image
Manoj Swain

କାଲିର ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସାଂସଦ ଅପରାଜିତାଙ୍କ ଟାର୍ଗେଟ୍‌। କହିଲେ, ସଶକ୍ତୀକରଣ ନାଁରେ ମିଶନଶକ୍ତି ମହିଳାଙ୍କୁ ଆକ୍ରମଣରେ ଲଗାଯାଉଛି, ମୁଁ ଜଣେ ନିର୍ବାଚିତ ମହିଳା ସାଂସଦ, ମୋ ଉପରେ ଟେକା ପଥର, ଅଣ୍ଡାରେ ଆକ୍ରମଣ ଉଦ୍ୟମ ହେଉଛି, ଏହା କ’ଣ ପ୍ରକୃତ ମିଶନଶକ୍ତି କି ବୋଲି ପ୍ରଶ୍ନ ପଚାରିଲେ ସାଂସଦ ଅପରାଜିତା ଷଡଙ୍ଗୀ ।

Advertisment
Odisha Bhubaneswar Aparajita Sarangi