Advertisment

'ଲୋକେ ପଚାରୁଛନ୍ତି ମୁଖ୍ୟମନ୍ତ୍ରୀ କିଏ'

5T ସଚିବ ହେଲିକପ୍ଟରେ ଯୋଗେ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ଟାର୍ଗେଟ୍ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ତେବେ ସାଂସଦ ଅଧିକ କଣ କହିଛନ୍ତି ଶୁଣନ୍ତୁ ।

author-image
Manoj Swain

'ଏ ପ୍ରସଙ୍ଗ ମୁଁ ଆଗରୁ ଉଠାଇଛି, ଗାଁ ଗାଁରେ ଆଲୋଚନା ହେଉଛି, ମୁଖ୍ୟମନ୍ତ୍ରୀ କିଏ ଲୋକମାନେ ପଚାରୁଛନ୍ତି। ସଚିବ ସ୍ତରର କର୍ମଚାରୀ ହେଲିକପ୍ଟରେ ଯିବା ଶୋଭା ପାଉନି। ଦରିଦ୍ର ରାଜ୍ୟରେ ଏସବୁ କଲେ ଜଗନ୍ନାଥଙ୍କୁ ବି ଭଲ ଲାଗିବ ନାହି।' କିଛି ଏଭଳି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । 5T ସଚିବ ହେଲିକପ୍ଟରେ ଯୋଗେ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ଟାର୍ଗେଟ୍ କରିଛନ୍ତି ଭୁବନେଶ୍ୱର ସାଂସଦ ।

Advertisment
Odisha Bjp Aparajita Sarangi