‘ଏକ୍ ଅକେଲା ସବ୍ ପର୍ ଭାରି’ | Odisha Reporter
୩ ରାଜ୍ୟରେ ବିଜେପିର ବିଜୟ ନେଇ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପ୍ରତିକ୍ରିୟା। କହିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱର ବିଜୟ ଘଟିଛି। ୯ ବର୍ଷ ହେଲା ଯେଉଁ କାର୍ଯ୍ୟ କରିଛନ୍ତି ସଫଳତା ମିଳିଛି। ମୋଦିଙ୍କ ଉପରେ ଦେଶବାସୀଙ୍କ ଆସ୍ଥା ପ୍ରମାଣିତ ହୋଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
