Advertisment

'ମୋଦିଙ୍କ ନେତୃତ୍ୱର ବିଜୟ'

୩ ରାଜ୍ୟରେ ବିଜେପିର ବିଜୟ ନେଇ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପ୍ରତିକ୍ରିୟା। କହିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱର ବିଜୟ ଘଟିଛି।

Advertisment

୩ ରାଜ୍ୟରେ ବିଜେପିର ବିଜୟ ନେଇ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପ୍ରତିକ୍ରିୟା। କହିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱର ବିଜୟ ଘଟିଛି। ୯ ବର୍ଷ ହେଲା ଯେଉଁ କାର୍ଯ୍ୟ କରିଛନ୍ତି ସଫଳତା ମିଳିଛି। ମୋଦିଙ୍କ ଉପରେ ଦେଶବାସୀଙ୍କ ଆସ୍ଥା ପ୍ରମାଣିତ ହୋଇଛି।

Advertisment
Bjp Aparajita Sarangi Assembly Election Election Results
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe