ସାଂସଦଙ୍କ ଫାଉଡ଼ା ଚୋଟରେ ଜଳସେଚନ ବିଭାଗ ଘାଇଲା! | Odisha Reporter
ଅପରାଜିତାଙ୍କ ତିନି ଦିନର କଣ୍ଟ ପୂରଣ ହେବା ପୂର୍ବରୁ ପୋତା ଯାଇଥିବା କେନାଲ ଖୋଳିବାକୁ ନିର୍ଦ୍ଦେଶ ଦେଇଛି ଜଳ ସେଚନ ବିଭାଗ । ଡେରାସ ମାଇନର ଇରିଗେସନ୍ ପ୍ରୋଜେକ୍ଟ କେନାଲକୁ ସରକାରୀ ପ୍ରୋତ୍ସାହନରେ ଜଣେ ପ୍ରଭାବଶାଳୀ ମହିଳା ପୋତି ଦେଇଥିବା ସାଂସଦଙ୍କ ଅଭିଯୋଗ । ୭ ଦିନ ମଧ୍ୟରେ ଏହାର ମାପଚୁପ କରି ଯାହାର ଯେଉଁ ଜମି ତାକୁ ଚିହ୍ନଟ କରି ଅଧିକାର ଦିଆଯାଉ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
