ସାଂସଦଙ୍କ କୋଦାଳ ଚୋଟରେ ଜଳସେଚନ ବିଭାଗ ଘାଇଲା !

୭ ଦିନ ମଧ୍ୟରେ ଏହାର ମାପଚୁପ କରି ଯାହାର ଯେଉଁ ଜମି ତାକୁ ଚିହ୍ନଟ କରି ଅଧିକାର ଦିଆଯାଉ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

Manoj Swain
  • Published: Sunday, 10 September 2023
  • Updated: 10 September 2023, 03:04 PM IST

Sports

Latest News

ଅପରାଜିତାଙ୍କ ତିନି ଦିନର କଣ୍ଟ ପୂରଣ ହେବା ପୂର୍ବରୁ ପୋତା ଯାଇଥିବା କେନାଲ ଖୋଳିବାକୁ ନିର୍ଦ୍ଦେଶ ଦେଇଛି ଜଳ ସେଚନ ବିଭାଗ । ଡେରାସ ମାଇନର ଇରିଗେସନ୍ ପ୍ରୋଜେକ୍ଟ କେନାଲକୁ ସରକାରୀ ପ୍ରୋତ୍ସାହନରେ ଜଣେ ପ୍ରଭାବଶାଳୀ ମହିଳା ପୋତି ଦେଇଥିବା ସାଂସଦଙ୍କ ଅଭିଯୋଗ । ୭ ଦିନ ମଧ୍ୟରେ ଏହାର ମାପଚୁପ କରି ଯାହାର ଯେଉଁ ଜମି ତାକୁ ଚିହ୍ନଟ କରି ଅଧିକାର ଦିଆଯାଉ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos