‘ମଧ୍ୟପ୍ରଦେଶରେ ଇତିହାସ ରଚିବ ବିଜେପି’ | Odisha Reporter
ଆଜି ତେଲେଙ୍ଗାନା, ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗଣତି। ତେବେ ମଧ୍ୟପ୍ରଦେଶରେ ବିଜେପି ପୁଣି କ୍ଷମତାକୁ ଆସିବା ସ୍ପଷ୍ଟ ହେଉଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ଦଳ ଏଠାରେ ୧୩୦ଟି ଆସନରେ ଆଗୁଆ ଥିବା ବେଳେ ବିରୋଧୀ କଂଗ୍ରେସ ୯୭ଟି ଆସନରେ ଆଗୁଆ ରହିଛି। ଏହାକୁ ନେଇ ମଧ୍ୟପ୍ରଦେଶ ରାଜ୍ୟ ବିଜେପି ସଭାପତି ଭିଡି ଶର୍ମା କଣ କହିଛନ୍ତି ଶୁଣନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
