ଚନ୍ଦ୍ରଶେଖର ସାହୁ ବିଜେଡି ଇସ୍ତାହାର କମିଟି ଅଧ୍ୟକ୍ଷ, ଭୃଗୁଙ୍କୁ ବିଜେଡି କରିପାରେ ବ୍ରହ୍ମପୁରରୁ ପ୍ରାର୍ଥୀ

୨୦୧୯ ସାଧାରଣ ନିର୍ବାଚନରେ ବ୍ରହ୍ମପୁର ଲୋକସଭା ଆସନରୁ ବିଜେଡି ଚନ୍ଦ୍ରଶେଖର ସାହୁଙ୍କୁ ଓ ବିଜେପି ଭୃଗୁ ବକ୍ସିପାତ୍ରଙ୍କୁ ମଇଦାନକୁ ଓହ୍ଲାଇଥିଲା। ଭୃଗୁ ପ୍ରାୟ ୯୪୮୪୫ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ।

MP Chandra Sekhar Sahu

ଚନ୍ଦ୍ରଶେଖର ସାହୁ

Ordigital Desk
  • Published: Wednesday, 03 April 2024
  • Updated: 03 April 2024, 12:47 PM IST

Sports

Latest News

 ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡି ନିଜର ନିର୍ବାଚନୀ ଇସ୍ତାହାର କମିଟି ଅଧ୍ୟକ୍ଷ ଦାୟିତ୍ୱ ନ୍ୟସ୍ତ କରିଛି। ବିଜେଡି ଜନ୍ମବେଳଠୁ ଦଳ ସହ ଥିବା ଅଭିଜ୍ଞ ନେତାମାନଙ୍କୁ ଅଣଦେଖା କରି ଶ୍ରୀ ସାହୁଙ୍କୁ ନିର୍ବାଚନୀ ଇସ୍ତାହାର କମିଟି ଭଳି ଗୁରୁତ୍ୱପୂର୍ଣ୍ଣ କମିଟିର ଅଧ୍ୟକ୍ଷ କରାଯିବା ଖୋଲାଖୋଲି ଭାବେ ବିଜେଡିର ପୁରୁଣା ନେତା ଓ କର୍ମୀଙ୍କ ପ୍ରତି ଶକ୍ତଧକ୍କା ପାଲଟିଛି । ବିଜେଡି ତାଙ୍କୁ ପୁଣିଥରେ ସାଂସଦ ପ୍ରାର୍ଥୀ କରୁନଥିବାରୁ ଏବେ ସଂଗଠନରେ ଥଇଥାନ ପାଇଁ ଦୁଇଟି ପ୍ରମୁଖ ପଦବୀ ଦେଇଥିବା ଚର୍ଚ୍ଚା ହେଉଛି। ଏପଟେ ବିଜେପି ଛାଡ଼ିଥିବା ଭୃଗୁ ବକ୍ସିପାତ୍ରଙ୍କୁ ବିଜେଡି ବ୍ରହ୍ମପୁର ଲୋକସଭା ଆସନରୁ ଟିକେଟ୍ ଦେବାର ସମ୍ଭାବନା ରହିଛି।

ସୂଚନା ଅନୁସାରେ, ସାଧାରଣ ନିର୍ବାଚନକୁ ଆଉ ମାତ୍ର ୫ସପ୍ତାହ ବାକି ଥିବାବେଳେ ବିଜେଡି ନିଜର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତି ଆରମ୍ଭ କରିଛି । ଦଳର ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ନିର୍ବାଚନ ଇସ୍ତାହାର କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛି । ଏହାସହିତ ତାଙ୍କୁ ସଂଗଠନରେ ଉପସଭାପତି ଭାବେ ମଧ୍ୟ ପଦୋନ୍ନତି ଦେଇଛି। ଶ୍ରୀ ସାହୁ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ଓ ଦଳୀୟ ଟିକେଟରେ ବ୍ରହ୍ମପୁରର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।

Also Read

ତେବେ ଚଳିତଥର ବିଜେପି ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭାବେ ପ୍ରଦୀପ ପାଣିଗ୍ରାହୀଙ୍କୁ ମଇଦାନକୁ ଓହ୍ଲାଇଥିବାରୁ ବିଜେଡି ବ୍ୟାକଫୁଟରେ ରହିଛି । ଗଞ୍ଜାମ ବିଜେଡିର ଦୀର୍ଘବର୍ଷର ସଂଗଠକ ଶ୍ରୀ ପାଣିଗ୍ରାହୀଙ୍କ ସହ ମୁକାବିଲା କରିବା ସ୍ଥିତିରେ ଚନ୍ଦ୍ରଶେଖର ନଥିବାରୁ ତାଙ୍କ ବଦଳରେ ଭୃଗୁ ବକ୍ସିପାତ୍ରଙ୍କୁ ମଇଦାନକୁ ଓହ୍ଲାଇବାର ସମ୍ଭାବନା ରହିଛି । ବିଜେପି ନେତା ଭୃଗୁ ବକ୍ସିପାତ୍ର ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି । ସେ ବିଜେଡିରେ ସାମିଲ ହେବେ ଓ ଦଳ ତାଙ୍କୁ ବ୍ରହ୍ମପୁରରୁ ସାଂସଦ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନରେ ବ୍ରହ୍ମପୁର ଲୋକସଭା ଆସନରୁ ବିଜେଡି ଚନ୍ଦ୍ରଶେଖର ସାହୁଙ୍କୁ ଓ ବିଜେପି ଭୃଗୁ ବକ୍ସିପାତ୍ରଙ୍କୁ ମଇଦାନକୁ ଓହ୍ଲାଇଥିଲା। ଭୃଗୁ ପ୍ରାୟ ୯୪୮୪୫ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ। ଚନ୍ଦ୍ରଶେଖରଙ୍କୁ ବିଜେଡି ବ୍ରହ୍ମପୁର ବିଧାନସଭା ଆସନରୁ ଦଳୀୟ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story