ମୁନ୍ନାଙ୍କ ମୁହଁରେ କିଏ କୁହାଉଛି ? | Odisha Reporter
ନେତା ଓ କର୍ମୀଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥାକୁ ନେଇ ଆଶଙ୍କାରେ ବିଜେଡି ! ସଂଗଠନ ତିଷ୍ଠି ରହିବ କି ନାହିଁ ତାକୁ ନେଇ ଭୟଭୀତ ହୋଇପଡ଼ିଛି କି ଦଳ ? କର୍ମୀଙ୍କ ମନୋବଳ ବଢ଼ାଇବାକୁ ନେତା ସୃଷ୍ଟି କରୁଛନ୍ତି ମନଗଢ଼ା କାହାଣୀ। ପାଞ୍ଚ ବର୍ଷ ପୂର୍ବରୁ ବି କ୍ଷମତାକୁ ଆସିଯିବାର ପ୍ରହେଳିକା ସୃଷ୍ଟି କରୁଛନ୍ତି। ସାଂସଦ ମୁନ୍ନା ଖାଁ କହିଲେ, କ୍ଷମତାକୁ ଫେରିବାକୁ ୫ ବର୍ଷ ଅପେକ୍ଷା କରିବାକୁ ପଡ଼ିନପାରେ। ରାଜନୈତିକ ସମୀକ୍ଷକଙ୍କ ମତ ବିଜେଡି ବିରୋଧୀ ଦଳରେ ବସିବାକୁ ହଜମ କରିପାରୁନି । ଦେଖନ୍ତୁ ପୂରା ରିପୋର୍ଟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
