Advertisment

ମୁନ୍ନାଙ୍କ ମୁହଁରେ କିଏ କୁହାଉଛି ?

ନେତା ଓ କର୍ମୀଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥାକୁ ନେଇ ଆଶଙ୍କାରେ ବିଜେଡି ! ସଂଗଠନ ତିଷ୍ଠି ରହିବ କି ନାହିଁ ତାକୁ ନେଇ ଭୟଭୀତ ହୋଇପଡ଼ିଛି କି ଦଳ ?

Advertisment

ନେତା ଓ କର୍ମୀଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥାକୁ ନେଇ ଆଶଙ୍କାରେ ବିଜେଡି ! ସଂଗଠନ ତିଷ୍ଠି ରହିବ କି ନାହିଁ ତାକୁ ନେଇ ଭୟଭୀତ ହୋଇପଡ଼ିଛି କି ଦଳ ? କର୍ମୀଙ୍କ ମନୋବଳ ବଢ଼ାଇବାକୁ ନେତା ସୃଷ୍ଟି କରୁଛନ୍ତି ମନଗଢ଼ା କାହାଣୀ। ପାଞ୍ଚ ବର୍ଷ ପୂର୍ବରୁ ବି କ୍ଷମତାକୁ ଆସିଯିବାର ପ୍ରହେଳିକା ସୃଷ୍ଟି କରୁଛନ୍ତି। ସାଂସଦ ମୁନ୍ନା ଖାଁ କହିଲେ, କ୍ଷମତାକୁ ଫେରିବାକୁ ୫ ବର୍ଷ ଅପେକ୍ଷା କରିବାକୁ ପଡ଼ିନପାରେ। ରାଜନୈତିକ ସମୀକ୍ଷକଙ୍କ ମତ ବିଜେଡି ବିରୋଧୀ ଦଳରେ ବସିବାକୁ ହଜମ କରିପାରୁନି । ଦେଖନ୍ତୁ ପୂରା ରିପୋର୍ଟ । 

Advertisment
Odisha BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe