ଭାଷଣ ପାଇଁ କଟିଲା କି ଟିକେଟ? | Odisha Reporter
Advertisment
ଲୋକସଭା ନିର୍ବାଚନକୁ ନେଇ ବିଜେପି ତା'ର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରି ସାରିଛି। ପ୍ରଥମ ପର୍ଯ୍ୟାୟରେ ବିଜେପି ୧୯୫ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ତେବେ ଏହି ପ୍ରାର୍ଥୀ ତାଲିକାକୁ ନେଇ ଚର୍ଚ୍ଚା ଜୋର ଧରିଛି। ହେଟ୍ ସ୍ପିଚ୍ ଦେଉଥିବା ନେତାଙ୍କ ଟିକେଟ୍ କାଟିଛି ବିଜେପି। କେବଳ ସେତିକି ନୁହେଁ ଆଗାମୀ ନିର୍ବାଚନ ପାଇଁ ବିଜେପି ୩୪ ସାଂସଦଙ୍କୁ ମଧ୍ୟ ଟିକେଟ୍ ଦେଇ ନାହିଁ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us