Advertisment

ବିଜେଡି – ସୌମ୍ୟ ମୁହାଁମୁହିଁ !

ବିଜେଡି, ବିଜେପି ଓ କଂଗ୍ରେସକୁ କଡ଼ା ଟକ୍କର ଦେଉଛନ୍ତି ସ୍ୱାଧୀନ ପ୍ରାର୍ଥୀ ତଥା ଖଣ୍ଡପଡ଼ା ବିଧାୟକ ଥିବା ସୌମ୍ୟରଞ୍ଜନ ପଟ୍ଟନାୟକ।

ଅଦ୍ୟତନ ହୋଇଛି
Advertisment

ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ହେବାକୁ ଯାଉଛି ଘସିପୁରା ନିର୍ବାଚନମଣ୍ଡଳୀ। କାହିଁକି ନା, ଏଠି ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସକୁ କଡ଼ା ଟକ୍କର ଦେଉଛନ୍ତି ସ୍ୱାଧୀନ ପ୍ରାର୍ଥୀ ତଥା ଖଣ୍ଡପଡ଼ା ବିଧାୟକ ଥିବା ସୌମ୍ୟରଞ୍ଜନ ପଟ୍ଟନାୟକ। ଗତକାଲି ଘସିପୁରାରେ ସୌମ୍ୟ ପଟ୍ଟନାୟକ ଏକ ପ୍ରେସମିଟ୍ କରି କହିଛନ୍ତି ଯେ, ପୁଲିସ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ସମର୍ଥକଙ୍କୁ ଗିରଫ କରୁଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
BjD Soumya Ranjan Patnaik Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe