ବିଜନେସ୍ ପାଇଁ ପଲିଟିକାଲ ମର୍ଡର! || Political Leaders Opinion On Naba Das\'s Death || Odisha Reporter
Advertisment
ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକୁ ନେଇ ଚାଞ୍ଚଲ୍ୟକର ଖୁଲାସା କରିଛି ବିଜେପି। ବ୍ୟବସାୟ ସାମ୍ରାଜ୍ୟ ହଡ଼ପ କରିବା ପାଇଁ ତାଙ୍କୁ ହତ୍ୟା କରାଯାଇଛି ବୋଲି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ସିଧାସଳଖ ଅଭିଯୋଗ କରିଛନ୍ତି। ସ୍ୱର୍ଗତ ନବ ଦାସଙ୍କ ଅନେକ ବ୍ୟବସାୟ ରହିଛି। ଟ୍ରାନସପୋର୍ଟ, ହସ୍ପିଟାଲିଟି, ସ୍କୁଲ ଏବଂ ଖଣି କାରବାର ସହିତ ସେ ସମ୍ପୃକ୍ତ ଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us