‘ନବଙ୍କୁ ମାରି ଦେଇଛନ୍ତି’ || BJP MLA Subash Panigrahi On Jharsuguda By Election || Odisha Reporter
Advertisment
''ଝାରସୁଗୁଡାରେ ବର୍ଷେ ଭିତରେ ନିର୍ବାଚନ ହେବା ଥୟ...ବିଜେଡି ଖାଲି ରାଜନୀତି କରି ଜାଣିଛି...କିଏ ମରି ଯାଉ କି ହଜିଯାଉ ତାଙ୍କର କିଛି ଯାଏ ଆସେ ନାହିଁ''। ଏମିତି କହିଛନ୍ତି ବିଜେପି ବିଧାୟକ ସୁରେଶ ପାଣିଗ୍ରାହୀ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us