କଂଟାବାଞ୍ଜିରେ ନବୀନ ପଛୁଆ: ଡିଏସ୍ କୁଟ୍ଟେଙ୍କ ସର୍ଭେ ନବୀନଙ୍କୁ ବୁଡ଼ାଇଲା

ପ୍ରଥମଥର ପାଇଁ ନବୀନଙ୍କୁ ଏଭଳି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି ।

Naveen

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Ordigital Desk
  • Published: Tuesday, 04 June 2024
  • Updated: 04 June 2024, 11:42 AM IST

Sports

Latest News

ବିଧାନସଭା ନିର୍ବାଚନ ଫଳାଫଳର ପ୍ରାରମ୍ଭିକ ଟ୍ରେଣ୍ଡ ରାଜ୍ୟରେ ଅଢ଼େଇ ଦଶନ୍ଧି ଧରି କ୍ଷମତାସୀନ ବିଜେଡିକୁ ଶକ୍ତ ଧକ୍କା ଲାଗିଛି । କେବଳ ବିଜେଡି ନୁହେଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବି ଲୋକେ ପ୍ରତ୍ୟାଖ୍ୟାତ କରିଥିବାର ଟ୍ରେଣ୍ଡ ଆସିବାରେ ଲାଗିଛି । ଦାଦନପ୍ରବଣ କଂଟାବାଞ୍ଜି ବିଧାନସଭା ଆସନରେ ନବୀନଙ୍କୁ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ପଛରେ ପକାଇ ଦେଇଛନ୍ତି । ବିଜେଡିରେ ଅଫିସରଙ୍କ ମାମଲାତି ଓ ସର୍ବେସର୍ବା ହୋଇ ନେତା ଓ କର୍ମୀଙ୍କୁ ତୁଚ୍ଛ ମଣିବା ଏବେ ଦଳକୁ ବୁଡ଼ାଇବା ସହ ନବୀନଙ୍କୁ ସବୁଦିନ ପାଇଁ ‘ଇତିହାସ’ କରାଇବି ବୋଲି ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି।

ସୂଚନା ଅନୁସାରେ, କଂଟାବାଞ୍ଜି ବିଧାନସଭା ଆସନରେ 3 ରାଉଣ୍ଡ ଗଣତି ପରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 1158 ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କଠୁ ପଛରେ ରହିଛନ୍ତି । ପ୍ରଥମଥର ପାଇଁ ନବୀନଙ୍କୁ ଏଭଳି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେଡିର ଟ୍ରମ୍ପକାର୍ଡ ଓ ପୋଷ୍ଟରବଏ ନବୀନଙ୍କୁ ଲୋକଙ୍କ ପ୍ରତ୍ୟାଖ୍ୟାନ ତାଙ୍କର ଭାବମୂର୍ତ୍ତିକୁ ସଙ୍କଟରେ ପକାଇଛି । ତା’ଛଡ଼ା ନବୀନ ଲୋକପ୍ରିୟତା ହରାଇଛନ୍ତି ବୋଲି ସ୍ପଷ୍ଟ ସନ୍ଦେଶ ମିଳିଛି । ତେବେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ବରିଷ୍ଠ ଅଫିସର ଡିଏସ କୁଟ୍ଟେଙ୍କ ଆଭ୍ୟନ୍ତରୀଣ ସର୍ଭେ ରିପୋର୍ଟକୁ ଆଧାର କରି ନବୀନଙ୍କୁ  ଦାଦନପ୍ରବଣ କଂଟାବାଞ୍ଜି ବିଧାନସଭା ଆସନରେ ଛିଡ଼ା ହେବାକୁ ତାଙ୍କର ମୁଖ୍ୟ ପରାମର୍ଶଦାତା ଭିକେ ପାଣ୍ଡିଆନ ପ୍ରବର୍ତ୍ତାଇଥିଲେ ବୋଲି ଜଣାପଡ଼ିଛି । ଯେଉଁଥିପାଇଁ ନବୀନଙ୍କୁ ଏଭଳି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି । ବିଜେଡି କେଉଁ ସିଟରେ କାହାକୁ ପ୍ରାର୍ଥୀ କରିବ ତାହା କୁଆଡ଼େ କୁଟ୍ଟେଙ୍କ ଦ୍ୱାରା ପ୍ରସ୍ତୁତ ସର୍ଭେ ରିପୋର୍ଟ ଚୂଡ଼ାନ୍ତ କରୁଥିଲା ବୋଲି ଜଣାପଡ଼ିଛି । ନବୀନଙ୍କୁ କଂଟାବାଞ୍ଜିରୁ ପ୍ରାର୍ଥୀ କରିବା ପୂର୍ବରୁ ଦଳ ଆବଶ୍ୟକ ହୋମୱାର୍କ ଓ ଗ୍ରାଉଣ୍ଡ ୱାର୍କ କରିନଥିବା କଥା ଏବେ ପଦାକୁ ଆସିବାରେ ଲାଗିଛି ।

Also Read

ଉଲ୍ଲେଖଯୋଗ୍ୟ, ବିଜେପି ମଧ୍ୟ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଡିଏସ କୁଟ୍ଟେଙ୍କ ବିଜେଡିରେ ମାମଲାତିକୁ ନେଇ ଯେଉଁ ଅଭିଯୋଗ କରିଥିଲା ସେଥିରେ ଶ୍ରୀ କୁଟ୍ଟେ ବିଜେଡିର ସର୍ବୋଚ୍ଚ ନେତା ଭଳି ନିର୍ବାଚନରେ କେଉଁ ନେତାଙ୍କୁ ଟିକେଟ୍ ମିଳିବ ଓ କଟିବ ତା’ର ରିପୋର୍ଟ ପ୍ରସ୍ତୁତ କରିଥାନ୍ତି । ଏପରିକି ବିଜେଡିରେ କିଏ ଆଗରେ ରହିବ ଓ କାହାକୁ ପଛରେ ରଖାଯିବ ତାହା କୁଟ୍ଟେ ଚୂଡ଼ାନ୍ତ କରିଥାନ୍ତି । ବିଜେଡିରେ କୁଟ୍ଟେଙ୍କ ମାତ୍ରାଧିକ ଭୂମିକା ସହ କାର୍ଯ୍ୟାନୁଷ୍ଠାନର ଭୟ ଯୋଗୁ ନେତାମାନେ ନିରବ ରହିବାକୁ ବାଧ୍ୟ ହେଉଥିବା ଦଳୀୟ ମହଲରେ ଏବେ ଚର୍ଚ୍ଚା ଜୋର ଧରିଲାଣି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story