ବଲାଙ୍ଗିରରେ ଚାଲିଛି ପିଢ଼ି ପରିବର୍ତ୍ତନ ପଲିଟିକ୍ସ | Odisha Reporter
ପୁଅ ପାଇଁ ମୈଦାନ ତୟାର କରୁଛନ୍ତି ବାପା, ଏଥର ନିବାର୍ଚନ ଲଢିବେ ସାନ ପୁଅ ସମରେନ୍ଦ୍ର ମିଶ୍ର। ବାସ୍, ନରସିଂହଙ୍କ ଏତକ ପ୍ରତିକ୍ରିୟା ପରେ, ଏବେ ଆହୁରି ଚଳଚଂଚଳ ବଲାଙ୍ଗିର ରାଜନୀତି । ବିଜେଡିରେ ବି ବେଶି ଦ୍ୱନ୍ଦ ନାହିଁ । ଅନଙ୍ଗ ନେଇଛନ୍ତି ଅବସର, କ୍ଷେତ୍ର ଦେଖୁଛନ୍ତି ଦୁଇପୁଅ । ରାଜନୈତିକ ଗତିବିଧିକୁ ଦେଖିଲେ ପୂରା ସଂସଦୀୟ ନିବାର୍ଚନ ମଣ୍ଡଳୀ ବୁଲୁଛନ୍ତି କଳିକେଶ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
