ବଲାଙ୍ଗିରରେ ଚାଲିଛି ପିଢ଼ି ପରିବର୍ତ୍ତନ ପଲିଟିକ୍ସ

  • Published: Tuesday, 17 October 2023
  • , Updated: 17 October 2023, 11:27 AM IST

ପୁଅ ପାଇଁ ମୈଦାନ ତୟାର କରୁଛନ୍ତି ବାପା, ଏଥର ନିବାର୍ଚନ ଲଢିବେ ସାନ ପୁଅ ସମରେନ୍ଦ୍ର ମିଶ୍ର। ବାସ୍‌, ନରସିଂହଙ୍କ ଏତକ ପ୍ରତିକ୍ରିୟା ପରେ, ଏବେ ଆହୁରି ଚଳଚଂଚଳ ବଲାଙ୍ଗିର ରାଜନୀତି । ବିଜେଡିରେ ବି ବେଶି ଦ୍ୱନ୍ଦ ନାହିଁ । ଅନଙ୍ଗ ନେଇଛନ୍ତି ଅବସର, କ୍ଷେତ୍ର ଦେଖୁଛନ୍ତି ଦୁଇପୁଅ । ରାଜନୈତିକ ଗତିବିଧିକୁ ଦେଖିଲେ ପୂରା ସଂସଦୀୟ ନିବାର୍ଚନ ମଣ୍ଡଳୀ ବୁଲୁଛନ୍ତି କଳିକେଶ ।

Related story