Advertisment

'ଓଡ଼ିଶାକୁ ଶାସନ କରୁଛି କିଏ ?'

'ଆପଣ ଭୋଟ ଜଣକୁ ଦେବେ। ସରକାର ଆଉ ଜଣେ ଚଳାଇବ।'

Advertisment

ବରଗଡ଼ର ପଦ୍ମପୁର ସଭାରେ ବିଜେଡି ସରକାରକୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସେ କହିଛନ୍ତି, ଆଜି ଓଡ଼ିଶାର ଶାସନ କିଏ ଚଳାଇଛି ? ଆପଣ ଭୋଟ ଜଣକୁ ଦେବେ। ସରକାର ଆଉ ଜଣେ ଚଳାଇବ। ଏଭଳି ସରକାର ଆମକୁ ଦରକାର କି? ଇଏ କିଭଳି ସରକାର? ଅଧିକାରୀ ସରକାର ଚଳାଉଛନ୍ତି ଓ ବିଧାୟକମାନେ ଚୁପ୍‌ ବସିଛନ୍ତି। ଯିଏ ଆପଣଙ୍କ କଥା ଶୁଣୁନି, ସେଭଳି ସରକାର ଦରକାର କି? ଆଜି ମଞ୍ଚରେ କିଏ ବସିଛି? ବିଧାୟକମାନେ କେଉଁଠି ବସୁଛନ୍ତି? ଆପଣଙ୍କ ମୁଖ୍ୟମନ୍ତ୍ରୀ ଆପଣଙ୍କ କଥା ଶୁଣୁଛନ୍ତି କି? ଭାଷା ବୁଝୁଛନ୍ତି କି? ଆଜି ଓଡ଼ିଶାର ଲୋକ ଓଡ଼ିଆ ଭାଷା ବୁଝୁଥିବା ଜଣେ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି। ଓଡ଼ିଶାକୁ ଓଡ଼ିଆ ଅସ୍ମିତା ଜାଣିଥିବା ମୁଖ୍ୟମନ୍ତ୍ରୀ ଦରକାର ବୋଲି ନଡ୍ଡା କହିଛନ୍ତି।

Advertisment
Bjp 2024 General Election Odisha Jp Nadda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe