ରାଜ୍ୟରେ ଏଥର ଆଳୁ ସଙ୍କଟ ଟଳିବ। ପଶ୍ଚିମବଙ୍ଗରୁ ଆସିବ ଆଳୁ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶାକୁ ଆଳୁ ଛାଡ଼ିବାକୁ ରାଜି ହୋଇଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ନିତି ଆୟୋଗର ବୈଠକ ଅବସରରେ ମମତାଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହାପରେ ରାଜ୍ୟକୁ ଆଳୁ ଆସିବା ପ୍ରକ୍ରିୟା ସ୍ବାଭାବିକ ହୋଇଛି ବୋଲି ସେ ଟ୍ବିଟ୍ କରି ଜଣାଇଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଗାଡ଼କଣ ବସ୍ତିକୁ ଯିବେ ପ୍ରଧାନମନ୍ତ୍ରୀ ମୋଦି, ଅଧଘଣ୍ଟା ରହିବେ
ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଆସନ୍ତାକାଲି ଅହମ୍ମଦାବାଦରୁ ଆସି ସକାଳ ୧୦ଟା ୫୦ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ କଡ଼ାସୁରକ୍ଷା ବଳୟ ମଧ୍ୟରେ ସିଧାସଳଖ ଗାଡ଼କଣ ବସ୍ତିକୁ ଯିବେ ।
Politics
NDA ୩.୦କୁ କାଲି ପୂରିବ ୧୦୦ ଦିନ: ପ୍ରଧାନମନ୍ତ୍ରୀ ଦେଲେ ଏମିତି ବୟାନ
ନରେନ୍ଦ୍ର ମୋଦି ଜୁନ ୯ରେ ରେକର୍ଡ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଆସନ୍ତାକାଲି ସେପ୍ଟେମ୍ବର ୧୭ରେ ମୋଦି ୩.୦ ସରକାରକୁ ୧୦୦ ଦିନ ପୂରିବ।
Politics
ରାହୁଲ ଗାନ୍ଧିଙ୍କ ଜିଭ କାଟିଲେ ମିଳିବ ୧୧ ଲକ୍ଷ: ଘୋଷଣା କଲେ ସିନ୍ଦେ ସେନା ବିଧାୟକ
ସଂରକ୍ଷଣକୁ ନେଇ ରାହୁଲ ଗାନ୍ଧି ଆମେରିକାରେ ଦେଇଥିବା ବୟାନ ବିରୋଧରେ ବିଧାୟକ ଗାଏକ୍ୱାଡ ଏପରି ଘୋଷଣା କରିଛନ୍ତି।
Politics
ଥାନାରେ ପହଞ୍ଚିଲା ପାରାଦୀପ ବିଜେଡି କଳି
ବିଜେଡି ନଗର ସଭାପତି ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳଙ୍କ ନାଁରେ ଏତଲା ଦେଲେ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟଙ୍କ ସମର୍ଥକ ମାନସ ବିଶ୍ବାଳ ।
Politics
ଅନୀଲ ବିଜ ଦାବି କରିବେ ମୁଖ୍ୟମନ୍ତ୍ରୀ ପଦ, ଧର୍ମେନ୍ଦ୍ର ଦେଲେ ଏମିତି ଉତ୍ତର
ଅନୀଲ ବିଜ ବିଜେପି ଟିକେଟରେ ଅମ୍ବାଲା କ୍ୟାଣ୍ଟନମେଣ୍ଟରୁ ୬ ଥର ହରିଆଣା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।