ସେବେ ଚଢ଼ାଇ ଥିଲେ ଏବେ ଖସାଇଦେବେ କି? | Odisha Reporter
ମନମୋହନ ମଙ୍ଗୁଆଳ ହେବାପରେ କ’ଣ ହେବ? ବଢ଼ିବ ବିଜେପି, ଛିଡ଼ିବ ବିଜେଡି, ଏମିତି କ’ଣ ହୋଇପାରିବ? ବିଜେଡି ସହ ମନମୋହନଙ୍କ ଭିଣୋଇ-ଭଣଜାର ସମ୍ପର୍କ। ସେହି ସମ୍ପର୍କ ବିଜେପିକୁ ଫାଇଦା ପହଞ୍ଚାଇପାରିବ କି ଅଧିକ? ମନ୍ତ୍ରୀ ହୋଇଥିଲେ ମେଣ୍ଟ ସରକାରରେ। ସେହି ଅଭିଜ୍ଞତା ଏବେ କାମରେ ଆସିବ କି ବିଜେଡିକୁ ଭାଙ୍ଗିବାରେ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
