Advertisment

ସେବେ ଚଢ଼ାଇଥିଲେ, ଏବେ ଓହ୍ଲେଇଦେବେ କି?

ମନମୋହନ ମଙ୍ଗୁଆଳ ହେବାପରେ କ’ଣ ହେବ? ବଢ଼ିବ ବିଜେପି, ଛିଡ଼ିବ ବିଜେଡି, ଏମିତି କ’ଣ ହୋଇପାରିବ? ବିଜେଡି ସହ ମନମୋହନଙ୍କ ଭିଣୋଇ-ଭଣଜାର ସମ୍ପର୍କ। ସେହି ସମ୍ପର୍କ ବିଜେପିକୁ ଫାଇଦା ପହଞ୍ଚାଇପାରିବ କି ଅଧିକ? ମନ୍ତ୍ରୀ ହୋଇଥିଲେ ମେଣ୍ଟ ସରକାରରେ। ସେହି ଅଭିଜ୍ଞତା ଏବେ କାମରେ ଆସିବ କି ବିଜେଡିକୁ ଭାଙ୍ଗିବାରେ?

Bjp BjD Odisha Odisha Politics Naveen Patanaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe