Advertisment

ଡାଉଟ୍ କରିଥିଲେ ସୌମ୍ୟ, ପୂରା କ୍ଲିୟର କରିଦେଲେ ନବୀନ!

‘ଆମ ଘରର ହାଲଚାଲ’ ଲେଖି ପାଣ୍ଡିଆନଙ୍କ ପୋଲ୍ ଖୋଲିଲେ ସୌମ୍ୟ। ଫଳରେ ପ୍ରଥମ ଉପସଭାପତିରୁ ବହିଷ୍କାର କରି ଆକ୍ସନ ନେଇଥିଲା ଦଳ। ନବୀନଙ୍କ ଦସ୍ତଖତ ଅସଲି ନା ନକଲି କହି ସୌମ୍ୟ ପ୍ରଶ୍ନ ବି ଉଠାଇଥିଲେ। ଆଉ ନବୀନଙ୍କ ନିଷ୍ପତ୍ତି ଉପରକୁ ଅଙ୍ଗୁଳି ଉଠାଇବାରୁ ସଭାପତି ନେଇଗଲେ ଆକ୍ସନ।

Odisha BjD Naveen Patnaik Soumya Ranjan Patnaik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe