ତମେ 8 ଦେଲ, ଆମେ ତମକୁ ଦେଉଛୁ ଶୂନ | Odisha Reporter
ଏକ ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତିପକାଇଲେ । ନବୀନଙ୍କ ଏହି ପ୍ରଶଂସା ପରେ ରାଜ୍ୟ ରାଜନୀତିରେ ଆରମ୍ଭ ହେଲା ଚର୍ଚ୍ଚା। ଅନ୍ୟପଟେ ବିରୋଧୀ ଦଳ ନେତା ଜୟ ନାରୟଣ ନବୀନଙ୍କ କାମକୁ ଦେଖି ୧୦ ରୁ 0 ଦେଲେ। ସେପଟେ ବିଜେଡି କହିଲା ସେ କଣ ଆମକୁ ମାର୍କ ଦେବେ ଲୋକେ ଦେଉଛନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
