Advertisment

ତମେ ୮ ଦେଲ, ଆମେ ତମକୁ ଦେଉଛୁ ଶୂନ

ବିରୋଧୀ ଦଳ ନେତା ଜୟ ନାରୟଣ ନବୀନଙ୍କ କାମକୁ ଦେଖି ୧୦ ରୁ ୦ ଦେଲେ।

Advertisment

ଏକ ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତିପକାଇଲେ । ନବୀନଙ୍କ ଏହି ପ୍ରଶଂସା ପରେ ରାଜ୍ୟ ରାଜନୀତିରେ ଆରମ୍ଭ ହେଲା ଚର୍ଚ୍ଚା। ଅନ୍ୟପଟେ ବିରୋଧୀ ଦଳ ନେତା ଜୟ ନାରୟଣ ନବୀନଙ୍କ କାମକୁ ଦେଖି ୧୦ ରୁ 0 ଦେଲେ। ସେପଟେ ବିଜେଡି କହିଲା ସେ କଣ ଆମକୁ ମାର୍କ ଦେବେ ଲୋକେ ଦେଉଛନ୍ତି ।

Advertisment
Odisha Naveen Patnaik PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe