Advertisment

ପୂଜା ମଣ୍ଡପରେ ପାଓ୍ୱାର ସୋ’

ଫୋକସରେ ରହିଛନ୍ତି ମଖ୍ୟମନ୍ତ୍ରୀ ମୋହନ ମାଝି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

author-image
Manoj Swain

ମଣ୍ଡପରୁ ମଣ୍ଡପ ବୁଲୁଛନ୍ତି ନେତା। ଫୋକସରେ ରହିଛନ୍ତି ମଖ୍ୟମନ୍ତ୍ରୀ ମୋହନ ମାଝି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନ ପ୍ରଚାର ଭଳି ଲାଗୁଛି ଦୃଶ୍ୟ, ପତିଆରାର ଲଢେଇ ନୁହେଁ ତ ? ଦେଖନ୍ତୁ ପୂରା ରିପୋର୍ଟ । 

Advertisment
Naveen Patnaik CM Mohan Majhi