\'ବିଜେଡି ସରକାରକୁ ଫେରିବନି\' | Odisha Reporter
ସଂଖ୍ୟାଗରିଷ୍ଠତା ପାଇ ବିଜେପି ସରକାର ଗଢ଼ିଛି। ଏଭଳି ସ୍ଥିତିରେ ବିଜେଡି ପୁଣି ସରକାର କରିବ, କଂଗ୍ରେସ ସହିତ ମିଶି ସରକାର କରିବ - ଆଦି କହିବା ଅବାସ୍ତବ କଥା। କିଏ ଓ କାହିଁକି କହୁଛନ୍ତି ମୁଁ ଜାଣିପାରୁନି। ସେଥିପାଇଁ ସେମାନେ ପ୍ରାଧିକୃତ କି ନାହିଁ ମୁଁ ଜାଣିନି। ନବୀନ ପଟ୍ଟନାୟକ ସେମାନଙ୍କୁ କହିଛନ୍ତି କି ସେ କଥା କହିବା ପାଇଁ? ଏସବୁ କଥା କହିବାର ଯଥାର୍ଥତା କିଛି ନାହିଁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
