Advertisment

ନବୀନ ପଟ୍ଟନାୟକ ସେମାନଙ୍କୁ କହିଛନ୍ତି କି ସେ କଥା କହିବା ପାଇଁ, ପ୍ରଶ୍ନ କଲେ ବଦ୍ରି

କଂଗ୍ରେସ ସହ ମିଶି ବିଜେଡି ସରକାର କରିବା କଥା ଅବାସ୍ତବ

Advertisment

ସଂଖ୍ୟାଗରିଷ୍ଠତା ପାଇ ବିଜେପି ସରକାର ଗଢ଼ିଛି। ଏଭଳି ସ୍ଥିତିରେ ବିଜେଡି ପୁଣି ସରକାର କରିବ, କଂଗ୍ରେସ ସହିତ ମିଶି ସରକାର କରିବ - ଆଦି କହିବା ଅବାସ୍ତବ କଥା। କିଏ ଓ କାହିଁକି କହୁଛନ୍ତି ମୁଁ ଜାଣିପାରୁନି। ସେଥିପାଇଁ ସେମାନେ ପ୍ରାଧିକୃତ କି ନାହିଁ ମୁଁ ଜାଣିନି। ନବୀନ ପଟ୍ଟନାୟକ ସେମାନଙ୍କୁ କହିଛନ୍ତି କି ସେ କଥା କହିବା ପାଇଁ? ଏସବୁ କଥା କହିବାର ଯଥାର୍ଥତା କିଛି ନାହିଁ।  

Advertisment
Naveen Patnaik BjD Badri Narayan Patra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe