Advertisment

ଛାୟା କ୍ୟାବିନେଟର ମୁଖିଆ କିଏ ?

‘ପାୱାରରେ ଥିଲାବେଳେ ଟେଣ୍ଟ ଭିଡୁଥିଲେ ଏବେ ମନ୍ତ୍ରୀ ହେବେ’

Advertisment

ଏବେ ଚର୍ଚ୍ଚାରେ ନବୀନଙ୍କ 50 ଜଣିଆ ହାତୀ ଭଳି ଛାୟା କ୍ୟାବିନେଟ୍ । ନିଜକୁ ଛାଡ଼ି ସବୁ ନିର୍ବାଚିତ ବିଧାୟକଙ୍କୁ ବିଭାଗ ବାଣ୍ଟି ଦେଇଛନ୍ତି ନବୀନ। ବିଜେପି କହିଲା ପାୱାରରେ ଥିବାବେଳେ ପାଣ୍ଡିଆନଙ୍କ ପାଇଁ ଟେଣ୍ଟ ଭିଡୁଥିଲେ ମନ୍ତ୍ରୀ। ସଚିବଙ୍କ କଥାରେ ପରିଚାଳିତ ହେଉଥିଲେ ନବୀନ ଏବଂ ତାଙ୍କ ମନ୍ତ୍ରିମଣ୍ଡଳ। ବିଜେପିର ପ୍ରଶ୍ନ ଏହି ନକଲି କ୍ୟାବିନେଟର ମୁଖିଆ କିଏ ?

Advertisment
BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe