Advertisment

ନବୀନଙ୍କ ବିରୋଧୀ ଦଳ ନେତା ପଛରେ ରହିଛି କି ପାଣ୍ଡିଆନଙ୍କ ଇଚ୍ଛା ?

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି।

author-image
Manoj Swain

ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ବିଧାନସଭାରେ ପ୍ରଥମଥର ପାଇଁ ବିରୋଧୀ ଦଳର ନେତୃତ୍ବ ନେବେ ଏହି ପୂର୍ବତନ ମୁଖ୍ୟମନ୍ତ୍ରୀ । ଦଳର ସବୁ ବିଧାୟକ ଚାହିଁଲେ ନବୀନ ବାବୁ ନିଅନ୍ତୁ ନେତୃତ୍ବ। ତେବେ ନବୀନଙ୍କ ବିରୋଧୀ ଦଳ ନେତା ପଛରେ ରହିଛି କି ପାଣ୍ଡିଆନଙ୍କ ଇଛା ? ଦେଖନ୍ତୁ ପୂରା ରିପୋର୍ଟ।

Advertisment
Odisha Naveen Patnaik