Advertisment

ଜଣ ଜଣଙ୍କୁ ସ୍ୱାଗତ କଲେ ନବୀନ

ଶପଥ ସମାରୋହ ପରେ ନବୀନଙ୍କୁ ଦେଖି ଅଟକିଗଲେ ମୋଦି । ଅନେକ ସମୟ ଧରି କଥା ହେଲେ । ବାର୍ତ୍ତାଳପ ଭିତରେ ଜଣାପଡ଼ୁଥିଲା ବନ୍ଧୁତ୍ୱର ନିବିଡ଼ତା । ଏହାପରେ ଜଣଙ୍କ ପରେ ଜଣେ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ନବୀନ ।

author-image
Debendra Prusty

ଶପଥ ସମାରୋହ ପରେ ନବୀନଙ୍କୁ ଦେଖି ଅଟକିଗଲେ ମୋଦି । ଅନେକ ସମୟ ଧରି କଥା ହେଲେ । ବାର୍ତ୍ତାଳପ ଭିତରେ ଜଣାପଡ଼ୁଥିଲା ବନ୍ଧୁତ୍ୱର ନିବିଡ଼ତା । ଏହାପରେ ଜଣଙ୍କ ପରେ ଜଣେ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ନବୀନ ।

Advertisment
Odisha Bjp Naveen Patnaik