ଶପଥ ସମାରୋହ ପରେ ନବୀନଙ୍କୁ ଦେଖି ଅଟକିଗଲେ ମୋଦି । ଅନେକ ସମୟ ଧରି କଥା ହେଲେ । ବାର୍ତ୍ତାଳପ ଭିତରେ ଜଣାପଡ଼ୁଥିଲା ବନ୍ଧୁତ୍ୱର ନିବିଡ଼ତା । ଏହାପରେ ଜଣଙ୍କ ପରେ ଜଣେ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ନବୀନ ।