Advertisment

'ଲିଜ୍‌ରେ ଚାଲିଥିବା ନବୀନ ପଟ୍ଟନାୟକ ସରକାର ଗାଦିଚ୍ୟୁତ ହେବେ'

ଗଣମାଧ୍ୟମକୁ ସେ କହିଛନ୍ତି, ଲଢ଼େଇ ଜୋରସୋର ହେବ। ନବୀନ ଗାଦିଚ୍ୟୁତ ହେବେ। ଲିଜ୍‌ରେ ଚାଲିଥିବା ନବୀନ ପଟ୍ଟନାୟକ ସରକାର ଗାଦିଚ୍ୟୁତ ହେବେ। ଅନ୍ୟାୟ, ଅତ୍ୟାଚାର ଓ ବ୍ୟଭିଚାର ସୀମା ପାର କରିଛି।

Advertisment

ସୁସ୍ଥ ହୋଇ ଫେରିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ଓଡ଼ିଶାରେ ପହଞ୍ଚିବା ପରେ ସେ ଦେଇଛନ୍ତି ବିସ୍ଫୋରକ ବୟାନ। ରବିବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିଥିବା କୋର କମିଟି ବୈଠକରୁ ବାହାରି ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବ ଭି.କେ ପାଣ୍ଡିଆନ୍‌ଙ୍କୁ ଟାର୍ଗେଟ୍‌ କରିଛନ୍ତି। ଗଣମାଧ୍ୟମକୁ ସେ କହିଛନ୍ତି, ଲଢ଼େଇ ଜୋରସୋର ହେବ। ନବୀନ ଗାଦିଚ୍ୟୁତ ହେବେ। ଲିଜ୍‌ରେ ଚାଲିଥିବା ନବୀନ ପଟ୍ଟନାୟକ ସରକାର ଗାଦିଚ୍ୟୁତ ହେବେ। ଅନ୍ୟାୟ, ଅତ୍ୟାଚାର ଓ ବ୍ୟଭିଚାର ସୀମା ପାର କରିଛି। 

Advertisment
Jayanarayan Mishra Bjp Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe