Advertisment

ନବନିର୍ବାଚିତ ବିଧାୟକଙ୍କୁ ନବୀନଙ୍କ ଗୁରୁମନ୍ତ୍ର

ନବନିର୍ବାଚିତ ବିଜେଡି ବିଧାୟକଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ ପଟ୍ଟନାୟକ ।

Advertisment

ମୁଖ୍ୟମନ୍ତ୍ରୀ ଥିବା ସମୟରେ ଯେମତି, ବିରୋଧୀ ଦଳ ନେତା ହେବା ପରେ ବି ସେମିତି ଆଚରଣ। ଗୃହକୁ ଆସୁନାହାଁନ୍ତି ନବୀନ। ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ଏଯାଏଁ ବିଧାନସଭାକୁ ଆସିନାହାଁନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେପଟେ କିନ୍ତୁ ଗତକାଲି ନବୀନ ନବନିର୍ବାଚିତ ବିଜେଡି ବିଧାୟକଙ୍କୁ ବିଧାନସଭା ଆଚରଣ ବିଧି ସମ୍ପର୍କରେ ପାଠ ପଢାଇଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Naveen Patnaik BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe