ମନା କଲେନି ନେତାଘୋଷଣାକୁ ଯାହା ଅପେକ୍ଷା | Odisha Reporter
ଦୀର୍ଘ ୧୫ବର୍ଷ ପରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଂଟକୁ ଫେରିବ ବିଜେଡି । କିନ୍ତୁ ପୁଣିଥରେ ବିଜେପିର ସହଯୋଗୀ ହୋଇ କିଭଳି ନିର୍ବାଚନ ମଇଦାନକୁ ଯିବ ଓ କେଉଁ କାରଣ ପାଇଁ ବିଜେପି ସହ ଆସନ ବୁଝାମଣା କରିବାକୁ ବିଜେଡି ବାଧ୍ୟ ହେଲା ତା’ର ବଳିଷ୍ଠ କାରଣ ଦେବାରେ ବିଜେଡି ବିଫଳ ହୋଇଛି । ଏପରିକି ରାଜ୍ୟର ଲକ୍ଷ ଲକ୍ଷ ଦଳୀୟ ସମର୍ଥକମାନଙ୍କୁ କ’ଣ କହିକି ବିଜେପି ସହ ମେଂଟର ଘୋଷଣା କରିବ ତାକୁ ନେଇ ବିଜେଡି ରଣନୀତିକାରମାନେ ଦ୍ୱନ୍ଦ୍ୱରେ ରହିଛନ୍ତି । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
