ମନା କଲେନି ନେତା, ଖାଲି ଔପଚାରିକ ଘୋଷଣାକୁ ଅପେକ୍ଷା

ରାଜ୍ୟର ଲକ୍ଷ ଲକ୍ଷ ଦଳୀୟ ସମର୍ଥକମାନଙ୍କୁ କ’ଣ କହିକି ବିଜେପି ସହ ମେଂଟର ଘୋଷଣା କରିବ ତାକୁ ନେଇ ବିଜେଡି ରଣନୀତିକାରମାନେ ଦ୍ୱନ୍ଦ୍ୱରେ ରହିଛନ୍ତି ।

Manoj Swain
  • Published: Thursday, 07 March 2024
  • Updated: 07 March 2024, 12:10 PM IST

ଦୀର୍ଘ ୧୫ବର୍ଷ ପରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଂଟକୁ ଫେରିବ ବିଜେଡି । କିନ୍ତୁ ପୁଣିଥରେ ବିଜେପିର ସହଯୋଗୀ ହୋଇ କିଭଳି ନିର୍ବାଚନ ମଇଦାନକୁ ଯିବ ଓ କେଉଁ କାରଣ ପାଇଁ ବିଜେପି ସହ ଆସନ ବୁଝାମଣା କରିବାକୁ ବିଜେଡି ବାଧ୍ୟ ହେଲା ତା’ର ବଳିଷ୍ଠ କାରଣ ଦେବାରେ ବିଜେଡି ବିଫଳ ହୋଇଛି । ଏପରିକି ରାଜ୍ୟର ଲକ୍ଷ ଲକ୍ଷ ଦଳୀୟ ସମର୍ଥକମାନଙ୍କୁ କ’ଣ କହିକି ବିଜେପି ସହ ମେଂଟର ଘୋଷଣା କରିବ ତାକୁ ନେଇ ବିଜେଡି ରଣନୀତିକାରମାନେ ଦ୍ୱନ୍ଦ୍ୱରେ ରହିଛନ୍ତି । ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos